Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଚେଷ୍ଟା କରି କରି ପାରିଲାନି : ଶେଷରେ କୁକୁଡାକୁ ଅନୁସରଣ କରି ‘କୁକୁଡୁ କୁ’ ରାବ ଛାଡିଲା କୁକୁର ଛୁଆ

5/06/2020 at 5:14 PM

ଏକ ଛୋଟ ସୁନ୍ଦୁରିଆ କୁକୁର ଛୁଆର ଟିକଟକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଏହି ଭିଡିଓରେ ଏହି କୁକୁର ଛୁଆଟି ଭୁକିବାକୁ ଚେଷ୍ଟା କରିଥାଏ କିନ୍ତୁ ଭୁକି ପାରିନଥାଏ | ଶେଷରେ ସେ କୁକୁଡ଼ା ଭଳି କୁକୁଡୁ କୁ ଡାକ ଛାଡ଼ିଥାଏ | ଭିଡିଓଟି ଚୀନର ଏବଂ ବର୍ଷେ ପୁରୁଣା | କିନ୍ତୁ ଟିକଟକରେ ସେୟାର ହେବାପରେ ଭାଇରାଲ ହୋଇଛି | ଭିଡିଓକୁ ଡାଡି ଅଫ ଡଗ ନାମକ ଜଣେ ୟୁଜର ସେୟାର କରିଛନ୍ତି |

ଭାଇରାଲ ଭିଡିଓରେ ଦେଖିପାରିବେ ଏକ ସୁନ୍ଦୁରିଆ କୁତୁକୁତିଆ ଧଳା ରଙ୍ଗର କୁକୁର ଛୁଆ ବାସନ ପାଖରେ ବସିଛି | କିଛି ଖାଇବା ପାଇଁ ଏପଟେ ସେପଟେ ଦେଖୁଥାଏ | ଠିକ ସେତେବେଳେ ପଛପଟୁ ଏକ କୁକୁଡ଼ା ରାବିଥାଏ | କୁକୁଡ଼ାର ରାବ ଶୁଣି କୁକୁର ଛୁଆ ମଧ୍ୟ ତା ଭଳି ରାବିଥାଏ |

   Related Posts