Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଚୋରା ଗମ୍ଭାରୀ କାଠ ସହ ପିକଅପ୍‌ ଭ୍ୟାନ ଜବତ କଲା ବନ ବିଭାଗ

28/11/2021 at 5:11 PM

ପାଟଣା ୨୮/୧୧ : କେନ୍ଦୁଝର ଜିଲା ପାଟଣାର  ସାହାରପଡା ସେକ୍ସନ ତେଲିପଡା ନିକଟରୁ ରବିବାର ବନ ବିଭାଗ ଏକ ନମ୍ବର ବିହୀନ ବୋଲେରୋ ପିକ୍‌ ଅପ୍ ଭ୍ୟାନ୍ ଜବତ କରିଛି । ଗାଡି ଭିତରୁ ୪୦ ହଜାର ଟଙ୍କା ମୂଲ୍ୟର ଚୋରା ଗମ୍ଭାରୀ କାଠ ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ, ଏହି ଗାଡ଼ିରେ କାଠ ଚୋରା ଚାଲାଣ ହେଉଥିବା ଖବର ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସହିତ ଗାଡି ଭିତରୁ  ୪ ଖଣ୍ଡ ଗମ୍ଭାରୀ କାଠକୁ ଜବତ କରିଛି । ତେବେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।  ଏହି ଚଢ଼ାଉରେ ରେଞ୍ଜର ଟିକେଶ୍ୱର ମହାନ୍ତ ବନ ପାଳ ସନାତନ ମିଶ୍ର, ଗାର୍ଡ  ତ୍ରିନାଥ ଜେନା ଓ ଏମ ଡି ୱାସିମ ପ୍ରମୁଖ ସାମିଲ ଥିଲେ।

   Related Posts