ନୀଲଗିରି୧୫/୭୫: ନୀଳଗିରି ରେଞ୍ଜ ଅଧୀନ ବିଭିନ୍ନ ଅଞ୍ଚଳରେ କାଠ ଚୋରା କାରବାର ଦିନକୁ ଦିନ ବଢି ଚାଲିଛି।ଶୁକ୍ରବାର ସଜନାଗଡ଼ ବିଟ ଅଧିନରେ କାର୍ଯ୍ୟରତ ଫରେଷ୍ଟର ଶ୍ରୀଧର ଲେଙ୍କା ଏକ ଟାଟା ଏସି ଗାଡ଼ିରେ ଚୋରା କାଠ ବୋଝେଇ ଟ୍ରକକୁ ଜବତ କରିଛନ୍ତି।ଏହି ଟ୍ରକରେ କେଉଁ ଗଛର କାଠ ଅଛି ସେହି ସଂପର୍କରେ ବନ ବିଭାଗ ପାଖରେ ଖବର ନାହିଁ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...