Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚୋରା କାରବାରର ପର୍ଦ୍ଦାଫାସ, ଲକ୍ଷାଧିକ ଟଙ୍କାର କାଠ ଜବତ

21/01/2021 at 12:41 PM

ଆଠଗଡ, ୨୧।୦୧ :  କଟକ ଜିଲ୍ଲା  ବଡମ୍ବା ରେଞ୍ଜର ଚୋରା କାଠ କାରବାରର ଚେର କେଉଁଠି ଲମ୍ବିଛି ତାହା କହିବା ମୁସ୍କିଲ । ଗତ ଦୁଇ ବର୍ଷ ଧରି ଚାଲିଥିବା ଚୋରା କାଠ ବେପାର ପର୍ଦ୍ଦାଫାସ କରିଛି ଆଠଗଡ଼ ବନ ବିଭାଗ ।

ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଡିଏଫଓଙ୍କ ନିର୍ଦେଶକ୍ରମେ ବଡମ୍ବା ରେଞ୍ଜ ସାନବାରସିଙ୍ଗହ ଗାଁରେ ଚଢାଉ କରିଥିଲା । ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଟିମ୍ ଲକ୍ଷାଧିକ ଟଙ୍କାର କାଠ ଏବଂ କରତ ଜବତ କରିଛି । ବଡମ୍ବା ରେଞ୍ଜ ଅଧିକାରୀଙ୍କ ଜାଣନ୍ତରେ ଏହା ଚାଲିଥିବା ଅଭିଯୋଗ ହୋଇଛି ।

ଏହି ଚଢାଉ ପଛରେ ନୂଆ ବନଖଣ୍ଡ ଅଧିକାରୀଙ୍କ ହାତ ରହିଛି । ନୂଆ ବନଖଣ୍ଡ ଅଧିକାରୀ ଦାୟିତ୍ଵ ନେବା ପରେ ଏହା ବଡ଼ ସଫଳତା ବୋଲି ଚର୍ଚ୍ଚା ଜୋର ଧରିଛି ।

   Related Posts