ରାଜଧାନୀରୁ ୪ ବନ୍ଧୁକ ବ୍ୟବସାୟୀ ଗିରଫ ; ୫ଟି ମାଉଜର, ୧୦ଟି ଅଫୁଟା ଗୁଳି ଜବତ
30/10/2018 at 11:08 AM

ଭୁବନେଶ୍ବର ୩୦|୧୦: ରାଜଧାନୀରୁ ୪ ବନ୍ଧୁକ ବ୍ୟବସାୟୀ ଗିରଫ । ସେମାନଙ୍କ ନିକଟରୁ ୫ଟି ମାଉଜର, ୧୦ଟି ଅଫୁଟା ଗୁଳି ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଖଣ୍ଡଗିରି ପୋଲିସ । ବନ୍ଧୁକ ବେପାରୀ ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ବର ଅଞ୍ଚଳର ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।
Related Posts
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022