Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବନ୍ଧୁକ କାରଖାନା ଉପରେ ଚଢାଉ, ବନ୍ଧୁକ ତିଆରି ସାମଗ୍ରୀ ସହ ଜଣେ ଗିରଫ

15/06/2019 at 3:28 PM

ଜି.ଉଦୟଗିରି ୧୫|୬: କନ୍ଧମାଳ ଜଲ୍ଲିା ଦାରଙ୍ଗିବାଡି ଥାନା ଅନ୍ତର୍ଗତ ଦଣ୍ଡିମହା ଗ୍ରାମ ନକିଟ ରୁଞ୍ଜିଟି ଜଙ୍ଗଲ ନକିଟରର ବନ୍ଧୁକ କାରଖାନା ଉପରେ ଚଢାଉ କରଛି  ଦାରଙ୍ଗବାଡି ପାଲିସ। ଚଢାଉ ସମୟରେ ୩ଟି ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ଟୁନା ପ୍ରଧାନ ।

କିଛି ଦିନ ହେଲା ବନ୍ଧୁକ ତିଆରି କାମରେ  ସକ୍ରିୟ ଥିବା ପାଲିସ ଅନୁମାନ କରୁଛି। କାରଖାନା ସଂପର୍କରେ ଦାରଙ୍ଗିବାଡି ପାଲିସ କୌଣସି ସୂତ୍ରରୁ ଖବର ପାଇ  ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ କରଥିଲା । ଚଢାଉ ସମୟରେ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାପଡିଛି । ପାଲିସ ଏନଇ ଅଧିକ ତଦନ୍ତ ଜାରି ରଖିଛି ।

   Related Posts