Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବେଆଇନ ବନ୍ଧୁକ କାରଖାନାରେ ଚଢାଉ, ୪ଗିରଫ

17/11/2019 at 7:36 AM

ବିହାର୧୭।୧୧: ବିହାରର ମୁଙ୍ଗେର ଜିଲ୍ଲା ମୁଫାସ୍ତିଲ ଥାନା ଅଞ୍ଚଳରେ ପୋଲିସ ଚଢାଉ କରି ବେଆଇନ ଛୋଟ ବନ୍ଧୁକ ନିର୍ମାଣ କାରଖାନା ଠାବ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି । ବିପୁଳ ପରିମାଣର ବନ୍ଧୁକ ନିର୍ମାଣରେ ବବ୍ୟହୃତ ସାମଗ୍ରୀ ଜବତ କରିଛି ପୋଲିସ

ସୂଚନାଯୋଗ୍ୟ ଯେ, ମୁଫାସ୍ତିଲ ଥାନା ଅଞ୍ଚଳରେ ବେଆଇନ ଭାବେ ଛୋଟ ବନ୍ଧୁକ ନିର୍ମାଣ କାରଖାନା ଚାଲୁଥିବା ପୋଲିସକୁ ସୂଚନା ମିଳିଥିଲା , ତେବେ ପୋଲିସ ଚଢାଉ କରି ସାତଟି ବନ୍ଧୁକ କାରଖାନାକୁ ସିଜ୍ କରିବା ସହ ସାତଟି ବେସ୍ ମେସିନ, ଗୋଟିଏ ପିସ୍ତଲ,,ଦୁଇଟି ଅର୍ଦ୍ଧନିର୍ମିତ ପିସ୍ତଲ, ପାଞ୍ଚଟି ଅର୍ଦ୍ଧନିର୍ମିତ ମାଗାଜିନ ସମେତ ବନ୍ଧୁକ ନିର୍ମାଣ ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଜବତ କରାଯାଇଛି । ପୋଲିସଙ୍କୁ ଗିରଫ ବ୍ୟକ୍ତିଙ୍କ ପରିଚୟ ମିଳିସାରିଥିବା ବେଳେ,  କାରଖାନାରେ ତିଆରି ବନ୍ଧୁକ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ସେନେଇ ପୋଲିସ ଛାନଭିନ ଆରମ୍ଭ କରିଛି  ।

   Related Posts