ଭୁବନେଶ୍ବର ବିମାନବନ୍ଦରରୁ ୪ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ, ୨ ଅଟକ

Published By : Prameya-News7 Bureau | October 15, 2019 IST

ଭୁବନେଶ୍ବର ୧।୧୦: ଭୁବନେଶ୍ବର ବିମାନବନ୍ଦରରୁ ୪ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ ହୋଇଛି । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ସିଗାରେଟ୍ ଗୁଡିକୁ ଜବତ କରିଛି । ଜବତ ସିଗାରେଟର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଇଛି । ସିଗାରେଟ୍ କ୍ବାଲାଲାମ୍ପୁରରୁ ଭୁବନେଶ୍ବର ଆଣି କୋଲକାତା ଚାଲାଣ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.