Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବର ବିମାନବନ୍ଦରରୁ ୪ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ, ୨ ଅଟକ

ଭୁବନେଶ୍ବର ୧।୧୦: ଭୁବନେଶ୍ବର ବିମାନବନ୍ଦରରୁ ୪ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ ହୋଇଛି । ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ସିଗାରେଟ୍ ଗୁଡିକୁ ଜବତ କରିଛି । ଜବତ ସିଗାରେଟର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଇଛି । ସିଗାରେଟ୍ କ୍ବାଲାଲାମ୍ପୁରରୁ ଭୁବନେଶ୍ବର ଆଣି କୋଲକାତା ଚାଲାଣ କରାଯାଉଥିଲା ।

104 Views

   ସମ୍ବନ୍ଧିତ ଖବର