Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଆଇନ ଦେଶୀ ମଦ ଭାଟି ଠାବ

12/08/2018 at 11:18 AM

ରାଉରକେଲା ବିରାମିତ୍ରପୁର କାଲି ଛପର ଗାଁ ନିକଟ ଜଙ୍ଗଲରୁ ମଦ ଭାଟି ଠାବ ହେ।ଇଛି । ସୁନ୍ଦରଗଡ ପୋଲିସ, ରାଉରକେଲା ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି । ଏଥିରେ ଜଣଙ୍କୁ ଗିରଫ କରିଛି ପେ।ଲିସ । ଗିରଫ ଜଣକ ହେଲେ ଗେ।ର କୁଜୁର । ମଦ ଭାଟିରୁ ହଜାରେ ଲିଟର ଦେଶୀ ମଦ, ୬ହଜାର କେଜି ପୋଚ ଜବତ କରାଯାଇଛି ।

   Related Posts