ବେଆଇନ ଦେଶୀ ମଦ ଭାଟି ଠାବ
12/08/2018 at 11:18 AM

ରାଉରକେଲା ବିରାମିତ୍ରପୁର କାଲି ଛପର ଗାଁ ନିକଟ ଜଙ୍ଗଲରୁ ମଦ ଭାଟି ଠାବ ହେ।ଇଛି । ସୁନ୍ଦରଗଡ ପୋଲିସ, ରାଉରକେଲା ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି । ଏଥିରେ ଜଣଙ୍କୁ ଗିରଫ କରିଛି ପେ।ଲିସ । ଗିରଫ ଜଣକ ହେଲେ ଗେ।ର କୁଜୁର । ମଦ ଭାଟିରୁ ହଜାରେ ଲିଟର ଦେଶୀ ମଦ, ୬ହଜାର କେଜି ପୋଚ ଜବତ କରାଯାଇଛି ।
Related Posts
ନିଜକୁ ଗୁଳି କରି ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା !
6 March 2021