Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

କାର୍‌ରୁ ଜବତ ହେଲା କାଠ କୋଇଲା, ବେଆଇନ ଭାବେ ହେଉଥିଲା ଚାଲାଣ

9/01/2020 at 2:17 PM

ଚୌଦ୍ବାର ୯।୧: ପୁଣି ଧରାପଡିଲା ବେଆଇନ ଚାଲାଣ ହେଉଥିବା ମୂଲ୍ୟବାନ କାଠ କୋଇଲା । କଟକ ବନଖଣ୍ଡ ଡାଲିଜୋଡା ରେଞ୍ଜ ଚୌଦ୍ବାର ନୂଆପାଟଣା ନିକଟରୁ ଚୌଦ୍ବାର ବନ ବିଭାଗ କାଠ କୋଇଲା ବୋଝେଇ ହୋଇଥିବା ଏକ କାରକୁ ଜବତ କରିଛି । ଏହି କାରରେ ମୂଲ୍ୟବାନ କାଠ କୋଇଲା ଖୁଣ୍ଟୁଣୀ ରେଞ୍ଜ ଅଂଚଳରୁ ଭୁବନେଶ୍ବରକୁ ଚାଲାଣ କରାଯାଉଥିବା ବେଳେ ପାଟ୍ରୋଲିଂ ଟିମ୍ ହାବୁଡରେ ପଡିଥିଲା । ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ କୁଷ୍ପଙ୍ଗି ନିକଟରେ ଗାଡି ରଖି ଘଟଣାସ୍ଥଳରୁ ଖସିଯାଇଛି । ଫରେଷ୍ଟର ଜ୍ୟୋତି ରଞ୍ଜନ ମହାପାତ୍ର ଗାଡି ଜବତ କରିବା ୧୨ ବସ୍ତା କାଠ କୋଇଲା ମଧ୍ୟ ଜବତ କରିଛନ୍ତି ।

   Related Posts