ଶସ୍ତାରେ ମିଳୁଛି ଇଲିଶି, କିଲୋ ପିଛା ୨୦୦ ଟଙ୍କା

Published By : Prameya-News7 Bureau | August 17, 2018 IST

ପାରାଦୀପରେ ଶସ୍ତାରେ ମିଳୁଛି ଇଲିଶି। ୨୦୦ ଟଙ୍କାକୁ ଖସି ଆସିଛି ଇଲିଶି। ପାରାଦୀପ ଅଠରବାଙ୍କୀ ବାଲି ପ୍ଲଟ ବ୍ୟବସାୟ କେନ୍ଦ୍ରରେ ଲୋକଙ୍କ ଭିଡ଼।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.