Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶସ୍ତାରେ ମିଳୁଛି ଇଲିଶି, କିଲୋ ପିଛା ୨୦୦ ଟଙ୍କା

17/08/2018 at 7:24 PM

ପାରାଦୀପରେ ଶସ୍ତାରେ ମିଳୁଛି ଇଲିଶି। ୨୦୦ ଟଙ୍କାକୁ ଖସି ଆସିଛି ଇଲିଶି। ପାରାଦୀପ ଅଠରବାଙ୍କୀ ବାଲି ପ୍ଲଟ ବ୍ୟବସାୟ କେନ୍ଦ୍ରରେ ଲୋକଙ୍କ ଭିଡ଼।

   Related Posts