Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ୟା : ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କଲେ ଘରଲୋକେ

14/11/2019 at 1:03 PM

ମାଡ୍ରାସ୍ ୧୪/୧୧: ମାଡ୍ରାସ ଆଇଆଇଟିର ଫାତିମା ଲତିଫ ନାମ୍ନୀ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ନଭେମ୍ବର ୯ତାରିଖରେ ସକାଳେ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

କେରଳର କୋଲ୍ଲମ ବାସିନ୍ଦା ଫାତିମାଙ୍କ ଶିକ୍ଷକଙ୍କ କହିବାନୁଯାୟୀ ସେ ଜଣେ ପାଠପଢ଼ାରେ ଦକ୍ଷ ଥିଲେ ଏବଂ କ୍ଲାସର ଟପ୍ପର ଥିଲେ।

ଫାତିମାଙ୍କ ଆତ୍ମହତ୍ୟାର ୩ଦିନ ପରେ ତାଙ୍କ ବାପା ମାଆ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଏକ ଆବେଦନ ପତ୍ର ଲେଖିଥିଲେ। ମୃତା ଛାତ୍ରୀଙ୍କ ବାପା-ମାଆଙ୍କ ଅଭିଯୋଗ ଅନୁସାରେ ଛାତ୍ରୀ ଫୋନରେ ଲେଖିଥିବା ନୋଟରେ ଜଣେ ପ୍ରଫେସରଙ୍କୁ ଏହା ପଛରେ ଦାୟୀ ବୋଲି ଲେଖିଥିଲେ। ଏଚଓଡିଙ୍କ କହିବାନୁସାରେ ଛାତ୍ରୀଙ୍କୁ ଅନ୍ୟାନ୍ୟ ବିଷୟରେ ସର୍ବାଧିକ ନମ୍ବର ମିଳିଥିବାବେଳେ ସେହି ପ୍ରଫେସରଙ୍କ ପେପରରେ ଦ୍ବିତୀୟ ସ୍ଥାନ ମିଳିଥିଲା।

ସୂଚନା ଅନୁଯାୟୀ, ମାଡ୍ରାସର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି),ର ଛାତ୍ରୀ ଫାତିମା ଲତିଫ ନଭେମ୍ବର ୯ତାରିଖ ସକାଳେ ତାଙ୍କ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଫାତିମାଙ୍କ ଶିକ୍ଷକଙ୍କ କହିବାନୁଯାୟୀ ଫାତିମା ଗତ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଜାତୀୟ ସ୍ତରରେ ସବୁଠୁ ଅଧିକ ସ୍କୋର କରିଥିଲେ।  

   Related Posts