Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ମଙ୍ଗଳବାରଠାରୁ ଆସନ୍ତା ୧୯ ଜୁଲାଇ ପର୍ଯ୍ୟନ୍ତ ଆଇଆଇଏମ୍ ସଟ୍ ଡାଉନ୍

14/07/2020 at 5:07 PM

ସମ୍ବଲପୁର୧୪/୭: ବୁର୍ଲାରେ କରୋନା ସ୍ଥିତିକୁ ଦେଖି ବଡ ପଦକ୍ଷେପ ନେଲା ଆଇଆଇଏମ୍  | ମଙ୍ଗଳବାରଠାରୁ ଆସନ୍ତା ୧୯ ଜୁଲାଇ ପର୍ଯ୍ୟନ୍ତ ଆଇଆଇଏମ୍ ସଟ୍ ଡାଉନ୍ | ତେବେ ପୂର୍ବରୁ ଛାତ୍ରଛାତ୍ରୀ ଆସୁନଥିବାବେଳେ ଯେଉଁ ହାତ ଗଣତି କର୍ମଚାରୀ ଆସୁଥିଲେ ସେମାନଙ୍କୁ ମଧ୍ଯ ନଆସିବା ପାଇଁ କୁହାଯାଇଛି | ଏନେଇ ସୂଚନା ଦେଇଛନ୍ତି ବୁର୍ଲା ଆଇଆଇଏମ୍ ର ନିର୍ଦେଶକ ମହାଦେଓ ପ୍ରସାଦ ଜୟସ୍ବାଲ | ବୁର୍ଲାରେ ସ୍ଥାନୀୟ ସଂକ୍ରମଣକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି | ଯେହେତୁ ବୁର୍ଲାରେ ଅବସ୍ଥିତ ସମ୍ବଲପୁର ବିଶ୍ବବିଦ୍ଯାଳୟ ଓ ଭିସୁଟ୍ ପୂର୍ବରୁ ସଟଡାଉନ ରହିଛି ସେହିପରି ଆଇଆଇଏମକୁ ମଧ୍ଯ ସଟଡାଉନ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ | ତେବେ ଆଗକୁ କଣ ରହିବ ସ୍ଥିତି ପରବର୍ତ୍ତୀ ସମୟରେ ବିଚାର କରାଯିବ |

   Related Posts