Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଯଦି ଆପଣଙ୍କ ପତ୍ନୀ ମଧ୍ୟ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

20/11/2019 at 9:23 AM

ମନୁଷ୍ୟ ଖାଦ୍ୟପେୟ ବିନା ରହିପାରିବ ମାତ୍ର ସ୍ମାର୍ଟଫୋନ୍ ବିନା ରହିପାରିବନାହିଁ । ଆଜିକାଲି ସ୍ମାର୍ଟଫୋନ୍ ଲୋକମାନଙ୍କର ଜରୁରୀ ଜନିଷ ହୋଇଯାଇଛି । ମାତ୍ର ଏହାଦ୍ବାରା ଲୋକଙ୍କ ଜୀବନରେ ସମସ୍ୟା ମଧ୍ୟ ଆସିବାକୁ ଲାଗିଲାଣି । ଇଣ୍ଟରନେଟ୍ ର ମାୟାଜାଲରେ ଛନ୍ଦିହୋଇ ଆଜି କେତେ ପରିବାର ଉଜୁଡିଯିବାକୁ ବସିଛି ।

ଇଣ୍ଟରନେଟ୍ ପ୍ରଭାବ :

ଯେତେବେଳେ ଇଣ୍ଟରନେଟ୍ ନଥିଲା ସେତେବେଳେ ସଂପର୍କ ପାଇଁ ବହୁତ ସମୟ ଥିଲା । ସେହି ସମୟରେ ସଂପର୍କରେ ମଧୁରତା ଥିଲା ଜଣଙ୍କର ଜଣଙ୍କ ପାଇଁ ସମୟ ଥିଲା । ମାତ୍ର ଆଜିକାଲି ସଂପର୍କ ଭାଙ୍ଗିବାର ସବୁଠୁ ବଡ କାରଣ ହେଉଛି ସୋସିଆଲ ମିଡିଆ । ଆଜିକାଲି ବହୁଳ ଭାବେ ସଂପର୍କ ଭାଙ୍ଗିବାକୁ ଲାଗିଲାଣି ।

ସଂପର୍କରେ ତିକ୍ତତା :

ସୋସିଆଲ ମିଡିଆ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ ସବୁଠୁ ଅଧିକ ପ୍ରଭାବିତ ହେଉଛି । ଯଦି ଆପଣଙ୍କ ସ୍ତ୍ରୀ ମଧ୍ୟ ଆପଣଙ୍କ ସ୍ତ୍ରୀ ମଧ୍ୟ ଆପଣଙ୍କ ସହ କମ୍ ସମୟ ଅତିବାହିତ କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ସଂପର୍କକୁ ନେଇ ଧ୍ୟାନ ଦେବା ଜରୁରୀ ହୋଇଥାଏ । ମନୁଷ୍ୟ ଖାଦ୍ୟପେୟ ରହିପାରେ ମାତ୍ର ସ୍ମାର୍ଟଫୋନ୍ ବିନା ରହିପାରିବନାହିଁ । ଆଜିକାଲି ସ୍ମାର୍ଟଫୋନ୍ ଲୋକଙ୍କ ପାଇଁ ଜରୁରୀ ହୋଇପଡିଛି । ମାତ୍ର ଏହାଦ୍ବାରା ଜୀବନରେ ସମସ୍ୟା ମଧ୍ୟ ଆସିବା ଆରମ୍ଭ ହୋଇଗଲେଣି । ଇଣ୍ଟରନେଟ୍ ର ଏହି ମାୟାଜାଲରେ ଆଜି କେତେକ ପରିବାର ଭାଙ୍ଗିବା ଉପରେ ବସିଲାଣି ।

ଯେତେବେଳେ ଇଣ୍ଟରନେଟ୍ ନଥିଲା ସଂପର୍କ ପାଇଁ ବହୁତ ସମୟ ଥିଲା । ସେତେବେଳେ ସଂପର୍କରେ ମଧୁରତା ଥିଲା । ଜଣଙ୍କର ଜଣଙ୍କ ପାଇଁ ସମୟ ଥିଲା । ମାତ୍ର ଆଜିକାଲି ସଂପର୍କ ଭାଙ୍ଗିବାର ଏକ ବଡ କାରଣ ହୋଇଛି ସୋସିଆଲ ମିଡିଆ । ଏହାମଧ୍ୟ ଦିନକୁ ସଂପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ସୋସିଆଲ ମିଡିଆ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ ଅଧିକ ପ୍ରଭାବିତ ହୋଇଛି ।

   Related Posts