Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଶରୀରକୁ ମଜବୁତ ଏବଂ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କି : ତେବେ ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଦୁଇଟି ଜିନିଷ

24/07/2019 at 11:14 AM

ବିଶୃଙ୍ଖଳିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ କାରଣରୁ ଆଜିକାଲି ଅନେକ ଲୋକ ଦୁର୍ବଳତାର ଶିକାର ହେଉଛନ୍ତି। ଏହି ଦୁର୍ବଳତାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ସେବନ କରୁଛନ୍ତି। ଏହା ଦ୍ବାରା ବିଭିନ୍ନ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଏ। କିନ୍ତୁ ଯଦି କେତେକ ଘରୋଇ ଉପାୟ ଅବଲମ୍ବନ କରାଯାଏ ତେବେ କୈାଣସି ପାର୍ଶ୍ବପ୍ରତିକ୍ରିୟାର ଆଶଙ୍କା ନଥାଏ ଏବଂ ଅନେକ ଲାଭ ମିଳିଥାଏ। ଆଜି ଆମେ ଜାଣିବା ଏହିପରି ସହଜ ଉପାୟ ବିଷୟରେ ଯାହା ଦ୍ବାରା ଆପଣଙ୍କ ଶରୀର ଶକ୍ତିଶାଳୀ ଏବଂ ମଜବୁତ ହୋଇଯିବ।

୧. ସୋୟାବିନ : ଯଦି ଆପଣ ନିୟମିତ ଭାବେ ପ୍ରତିଦିନ ସୋୟାବିନ୍ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଆପଣଙ୍କ ଶରୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଯିବ ଏବଂ ଆପଣଙ୍କ ଶରୀର ଶକ୍ତିଶାଳୀ ହେବ।

୨. ଗଜାବୁଟ: ଆପଣ ପ୍ରତିଦିନ ସକାଳେ ଉଠି ଗଜାବୁଟ ସେବନ କରନ୍ତୁ କାରଣ ଏପରି କଲେ ଶରୀର ଶକ୍ତିଶାଳୀ ହେବ। ଗଜାବୁଟରେ ଫାଇବର,କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଭଳି ତତ୍ତ୍ବ ରହିଥାଏ ଯାହା ଶରୀରକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ।

   Related Posts