Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ପ୍ରକୃତ ପ୍ରେମ ପାଇବାକୁ ଚାହୁଁଛନ୍ତି କି ? ତେବେ ଲବଙ୍ଗରେ କରନ୍ତୁ ଏହି ସବୁ ଘରୋଇ ଉପାୟ

14/11/2019 at 5:09 PM

ଆପଣମାନେ ଅନେକ ଘରୋଇ ଉପାୟ ବିଷୟରେ ଶୁଣିଥିବେ ଯାହା ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଆପଣ ଏହା ମଧ୍ୟ ଶୁଣିଥିବେ ଯେ କେବଳ ଭାରତରେ କ’ଣ ଦେଶ ବିଦେଶରେ ମଧ୍ୟ ଏସବୁ ଅବଲମ୍ବନ କରାଯାଇଥାଏ। ଆଜି ଆମେ ଜାଣିବୁ ଯେ ବାସ୍ତୁଶାସ୍ତ୍ର ଅନୁସାରେ ଚା’ରେ ମିଶାଯାଉଥିବା ଲବଙ୍ଗ କିପରି ଆପଣଙ୍କୁ କୋଟିପତି କରିଥାଏ।

ଲବଙ୍ଗର ଅନେକ ପ୍ରକାରର ଘରୋଇ ଉପାୟ ଥାଏ ଯାହା କେବଳ ଆପଣଙ୍କୁ କୋଟିପତି ନୁହେଁ ବରଂ ଆହୁରି ଅନେକ କାମରେ ସଫଳତା ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡ଼ିକ ବିଷୟରେ

କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ଧନୀ ହେବାକୁ ଆଶା କରିଥାଆନ୍ତି ତେବେ ତାଙ୍କୁ ସବୁବେଳେ ନିଜ ପକେଟ୍ କିମ୍ବା ପର୍ସରେ ଲବଙ୍ଗ ରଖିବା ଉଚିତ୍।

କୁହାଯାଏ ଯେ ପ୍ରକୃତ ପ୍ରେମ ପାଇବା ପାଇଁ ଆପଣ ୩ଟି ଲବଙ୍ଗକୁ ଲାଲ କପଡ଼ାରେ ବାନ୍ଧି ଗରିବଙ୍କୁ ଦାନ କରନ୍ତୁ।

ବିଦ୍ୟାରେ ସଫଳତା ପାଇବା ପାଇଁ ଚା’ରେ ଲବଙ୍ଗ ମିଶାଇ ଦରିଦ୍ର ଲୋକଙ୍କୁ ପ୍ରତି ଶନିବାର ଏବଂ ସୋମବାର ପିଇବାକୁ ଦେବା ଉଚିତ୍।

ବୈବାହିକ ଜୀବନରେ ରୋମାନ୍ସ ଭରିବା ପାଇଁ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ, ଏହା ଦ୍ବାରା ଲାଭ ହେବ।

ଚାକିରୀରେ ଉଚ୍ଚ ପଦ ପାଇବା ପାଇଁ ଆପଣ ଶୋଇବା ସମୟରେ ଲବଙ୍ଗକୁ କପଡ଼ାରେ ବାନ୍ଧି ବିଛଣା ତଳେ ରଖନ୍ତୁ ଏବଂ ସକାଳେ ଘର ବାହାରେ ପକାଇ ଦିଅନ୍ତୁ।

   Related Posts