ପ୍ରକୃତ ପ୍ରେମ ପାଇବାକୁ ଚାହୁଁଛନ୍ତି କି ? ତେବେ ଲବଙ୍ଗରେ କରନ୍ତୁ ଏହି ସବୁ ଘରୋଇ ଉପାୟ

Published By : Prameya-News7 Bureau | November 14, 2019 IST

ଆପଣମାନେ ଅନେକ ଘରୋଇ ଉପାୟ ବିଷୟରେ ଶୁଣିଥିବେ ଯାହା ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଆପଣ ଏହା ମଧ୍ୟ ଶୁଣିଥିବେ ଯେ କେବଳ ଭାରତରେ କ’ଣ ଦେଶ ବିଦେଶରେ ମଧ୍ୟ ଏସବୁ ଅବଲମ୍ବନ କରାଯାଇଥାଏ। ଆଜି ଆମେ ଜାଣିବୁ ଯେ ବାସ୍ତୁଶାସ୍ତ୍ର ଅନୁସାରେ ଚା’ରେ ମିଶାଯାଉଥିବା ଲବଙ୍ଗ କିପରି ଆପଣଙ୍କୁ କୋଟିପତି କରିଥାଏ।

{"id":184060,"width":588,"height":391,"sizeSlug":"large"}

ଲବଙ୍ଗର ଅନେକ ପ୍ରକାରର ଘରୋଇ ଉପାୟ ଥାଏ ଯାହା କେବଳ ଆପଣଙ୍କୁ କୋଟିପତି ନୁହେଁ ବରଂ ଆହୁରି ଅନେକ କାମରେ ସଫଳତା ପ୍ରଦାନ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡ଼ିକ ବିଷୟରେ

{"id":184064,"sizeSlug":"large"}

କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ଧନୀ ହେବାକୁ ଆଶା କରିଥାଆନ୍ତି ତେବେ ତାଙ୍କୁ ସବୁବେଳେ ନିଜ ପକେଟ୍ କିମ୍ବା ପର୍ସରେ ଲବଙ୍ଗ ରଖିବା ଉଚିତ୍।

{"id":184065,"sizeSlug":"large"}

କୁହାଯାଏ ଯେ ପ୍ରକୃତ ପ୍ରେମ ପାଇବା ପାଇଁ ଆପଣ ୩ଟି ଲବଙ୍ଗକୁ ଲାଲ କପଡ଼ାରେ ବାନ୍ଧି ଗରିବଙ୍କୁ ଦାନ କରନ୍ତୁ।

{"id":184071,"sizeSlug":"large"}

ବିଦ୍ୟାରେ ସଫଳତା ପାଇବା ପାଇଁ ଚା’ରେ ଲବଙ୍ଗ ମିଶାଇ ଦରିଦ୍ର ଲୋକଙ୍କୁ ପ୍ରତି ଶନିବାର ଏବଂ ସୋମବାର ପିଇବାକୁ ଦେବା ଉଚିତ୍।

{"id":184077,"sizeSlug":"large"}

ବୈବାହିକ ଜୀବନରେ ରୋମାନ୍ସ ଭରିବା ପାଇଁ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ, ଏହା ଦ୍ବାରା ଲାଭ ହେବ।

{"id":184079,"sizeSlug":"large"}

ଚାକିରୀରେ ଉଚ୍ଚ ପଦ ପାଇବା ପାଇଁ ଆପଣ ଶୋଇବା ସମୟରେ ଲବଙ୍ଗକୁ କପଡ଼ାରେ ବାନ୍ଧି ବିଛଣା ତଳେ ରଖନ୍ତୁ ଏବଂ ସକାଳେ ଘର ବାହାରେ ପକାଇ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.