Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ସ୍ବପ୍ନରେ ଏହିସବୁ ଜିନିଷ ଦେଖୁଛନ୍ତି କି , ତାହେଲେ ଆପଣଙ୍କୁ ଧନୀ ହେବାରେ କେହି ଅଟକାଇ ପାରିବେ ନାହିଁ

25/03/2019 at 6:37 PM

ମଣିଷ ସ୍ବପ୍ନରେ ବିଭିନ୍ନ କଥା ଦେଖିଥାଏ । ଏମିତି କିଛି ଜିନିଷ ଅଛି ଯଦି ସ୍ବପ୍ନରେ ଦେଖୁଛନ୍ତି ତାହେଲେ ଆପଣଙ୍କ ଦୁର୍ଭାଗ୍ୟ ପିଛା ଛାଡ଼ିବ ନାହିଁ । ଏମିତି କିଛି ସ୍ବପ୍ନ ଅଛି ଦେଖିବେ ମାନେ ଆପଣଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ଅଛି ।

Closeup portrait of a cute young woman sleeping on the bed

ଆପଣ ସ୍ବପ୍ନରେ ଏହିସବୁ  ଜିନିଷ ଦେଖୁଛନ୍ତି ମାନେ ଆପଣ ଧନଶାଳୀ ହେବାଟା ଥୟ । କେହି ଆପଣଙ୍କ ପଥରୋଧ କରିପାରିବେ ନାହିଁ ।

ଯଦି ସ୍ବପ୍ନରେ ଦୀପ ଜଳୁଥିବା ଦେଖିଲେ ଆପଣ ଖୁବ ଜଲଦି ଧନଶାଳୀ ହୋଇଯିବେ ।

ଯଦି ସ୍ବପ୍ନରେ କୌଣସି ନାଚୁଥିବା ମହିଳାଙ୍କୁ ଦେଖିଲେ ଅଧିକ ମାତ୍ରାରେ ଧନଲାଭ କରିବାର ସୁଯୋଗ ରହିଛି ।

ମାଛ କିମ୍ବା କଇଁଚ ସ୍ବପ୍ନରେ ଦେଖିଲେ ତାହେଲେ ଅମୀର ହୋଇଯିବେ କମ୍ ଦିନ ଭିତରେ କିଛି ସନ୍ଦେହ ନାହିଁ ।

ପାହାଡ଼ରୁ ଝରୁଥିବା ଝରଣାରୁ ଯଦି ଆପଣ ପାଣି ପିଉଥିବାର ସ୍ବପ୍ନ ଦେଖିଲେ , ତାହେଲେ ଆପଣଙ୍କୁ ଭାଗ୍ୟଶାଳୀ ହେବାରୁ କେହି ଅଟକାଇପାରିବେ ନାହିଁ ।

ଏହିସବୁ ଜିନିଷ ସ୍ବପ୍ନରେ ଦେଖୁଛନ୍ତି ମାନେ ଆପଣ ଧନୀ ହେବାରୁ କେହି ବାଧା ଦେଇପାରିବେ ନାହିଁ । ଆପଣ ନିଶ୍ଚୟ ଖୁବ କମ୍ ସମୟରେ ହୋଇଯିବେ କୋଟିପତି ।

   Related Posts