Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଯଦି ଆପଣଙ୍କ ପାଖରେ ଅଛି ଏହି ଏକ ଟଙ୍କିଆ ନୋଟ୍ ତାହେଲେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା

28/11/2021 at 9:55 PM

ନୂଆଦିଲ୍ଲୀ ୨୮/୧୧ : ଯଦି ଆପଣ ବି ଚାକିରୀ ସହ ଆଉ କିଛି ଏକ୍ସଟ୍ରା ଆୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ପଢନ୍ତୁ। ଆପଣଙ୍କ ପାଇଁ ଜବରଦସ୍ତ ମଉକା। ଅନେକ ଲୋକଙ୍କୁ ପୁରୁଣା ନୋଟ ଓ ମୁଦ୍ରା ସଂଗ୍ରହ କରିବାର ସଉକ ଥାଏ। ଏଥିପାଇଁ ଆପଣଙ୍କୁ କୌଣସି ନିବେଶ କରିବାକୁ ପଡ଼ିବନି। ଯଦି ଆପଣଙ୍କ ପାଖରେ ଏହି ଖାସ ଏକ ଟଙ୍କିଆ ନୋଟ ଅଛି ତାହେଲେ ଆପଣଙ୍କୁ ୭ ଲକ୍ଷ ଟଙ୍କା ମିଳିପାରିବ।

ଆଜିଠାରୁ ୨୬ ବର୍ଷ ପୂର୍ବରୁ ଭାରତ ସରକାର ଏହି ଏକ ଟଙ୍କିଆ ନୋଟ ବନ୍ଦ କରିଦେଇଥିଲେ। କିନ୍ତୁ ୨୦୧୫ ଜାନୁଆରୀ ପୁଣିଥରେ ଏହି ଏକ ଟଙ୍କିଆ ନୋଟ ଛପେଇ ଆରମ୍ଭ କରାଯାଇଥିଲା। ଏହାପରେ ଏହି ନୋଟ ନୂଆ ରୂପରେ ଆସିଥିଲା। ଏଠାରେ ଆମେ ସ୍ୱାଧୀନତା ପୂର୍ବର ଏକ ନୋଟ ସମ୍ପର୍କରେ ଜଣାଉଛୁ ଯାହା ଆପଣଙ୍କୁ ଲକ୍ଷପତି କରିପାରିବ।

୭ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଏହି ନୋଟର ବିଶେଷତ୍ୱ ହେଲା ଏହା ସ୍ୱାଧୀନତା ପୂର୍ବର ଏହା ଏକମାତ୍ର ନୋଟ ଯେଉଁଥିରେ ତତ୍କାଳୀନ ଗଭର୍ନର ଯେ ଡବ୍ଲ୍ୟୁ କେଲିଙ୍କ ଦସ୍ତଖତ ଅଛି। ଏହି ନୋଟ ୮୦ ବର୍ଷ ପୁରୁଣା। ଏହାକୁ ବ୍ରିଟିଶ ଇଣ୍ଡିଆ ତରଫରୁ ୧୯୩୫ ରେ ଜାରି କରାଯାଇଥିଲା। ତାଛଡା ୧୯୬୬ ମସିହାର ଏକ ନୋଟର ଦାମ ୪୫ ଟଙ୍କା। ସେହିଭଳି ୧୯୫୭ ର ନୋଟ ୫୭ ଟଙ୍କାରେ ମିଳୁଛି।

ବିକ୍ରି କରି ମଧ୍ୟ ଆୟ କରିପାରିବେ

– ଆପଣ ଏହି କମ୍ପାନୀର ୱେବସାଇଟକୁ ଯାଇ ନିଜ ପୁରୁଣା ନୋଟର ଫଟୋ ପକାଇ ତାକୁ ଭଲ ଦାମରେ ବିକି ପାରିବେ।

– ୱେବସାଇଟକୁ ଯାଇ ଆପଣଙ୍କୁ ସେଲର ଭାବେ ନାମ ପଞ୍ଜିକରଣ କରିବାକୁ ପଡିବ।

– ଏହାପରେ ନିଜ ନୋଟର ଫଟୋକୁ ଅନଲାଇନ ଅପଲୋଡ଼ ସେଲରେ ଲଗାଇବାକୁ ହେବ।

– ଆଗ୍ରହୀ ବ୍ୟକ୍ତି ନିଜେ ଆପଣଙ୍କୁ ଯୋଗାଯୋଗ କରିବେ ଏବଂ ଆପଣ ନିଜ ହିସାବରେ ଦାମ ଧାର୍ଯ୍ୟ କରିପାରିବେ।

   Related Posts