Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଘରେ ଯଦି ଏହି ସବୁ ସଙ୍କେତ ମିଳିବା ଆରମ୍ଭ କରେ ତାହେଲେ ଜାଣନ୍ତୁ ଆଗକୁ ବହୁତ ଭଲ ସମୟ ଆସୁଛି

11/08/2019 at 1:19 PM

ଆମ ସମସ୍ତଙ୍କ ଜୀବନରେ ପ୍ରତିଦିନ ଏପରି କିଛି ନା କିଛି ଘଟଣା ଘଟିଥାଏ ଯାହା ଉପରେ ଆମ ଧ୍ୟାନ ଯାଇଥାଏ କିନ୍ତୁ ଅନେକ ଥର ଆମେ ଏହାକୁ ବୁଝି ପାରିନଥାଉ ଯେ ଏହା କାହିଁକି ହୋଇଥାଏ। କିନ୍ତୁ ଆମ ଜୀବନରେ ଘଟୁଥିବା ଏହି ସବୁ ଘଟଣାଗୁଡ଼ିକ ଆମକୁ ଅନେକ ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସଙ୍କେତଗୁଡ଼ିକ ବିଷୟରେ

  • ଯଦି ସକାଳେ ଆପଣଙ୍କ ଦ୍ବାର ପାଖରେ ଗାଈ ହମ୍ବା ରଡ଼ି ଦେଇଥାଏ ତେବେ ଏହାକୁ ସୌଭାଗ୍ୟ ବୋଲି କୁହାଯାଇଥାଏ। ଏପରି ହେଲେ ଆପଣଙ୍କ ଜୀବନରେ କିଛି ଭଲ ଘଟିବ। ଯଦି ଆପଣଙ୍କ ଘରେ ସକାଳେ କାଉ ବୋବାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ ଆଜି କୈାଣସି ଚିଠି ଆସିବ।
  • ଯଦି ଆପଣଙ୍କ ଘର ଅଗଣାରେ ମାଙ୍କଡ଼ କେଉଁଠୁ ଆଣି ଆମ୍ବ ପେନ୍ଥା ପକାଇଥାଏ ତେବେ ଆପଣଙ୍କ ବ୍ୟବସାୟରେ ଲାଭ ହେବ। ଏହା ବ୍ୟତୀତ ଘରର ଦକ୍ଷିଣ ଭାଗରେ ହରଡ଼ ଚଢ଼େଇ ବୋବାଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ।
  •  ଯଦି ଆପଣଙ୍କ ଘର ଛାତରେ କିମ୍ବା କାନ୍ଥରେ କଳା ପିମ୍ପୁଡ଼ି ରହିବା ଆରମ୍ଭ କରନ୍ତି ତେବେ ଏହା ଶୁଭ ବୋଲି କୁହାଯାଇଥାଏ। ଏପରି ହେଲେ ଆପଣଙ୍କ ଘରର ଭାଗ୍ୟ ଉଦୟ ହେବ।
  • ଯଦି କୌଣସି ଭଲ କାମ ପାଇଁ ଆପଣ ଘରୁ ବାହାରୁଛନ୍ତି ତେବେ ଯଦି କୈାଣସି ବ୍ୟକ୍ତି ଗୁଡ଼ କିଣୁଥିବା କିମ୍ବା ଗୁଡ଼ ନେଇଯାଉଥିବା ଦେଖାଯାଆନ୍ତି ତେବେ ଏହା ଦ୍ବାରା ଆପଣଙ୍କୁ ଲାଭ ମିଳିବ।

   Related Posts