Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପଇଡ଼ପାଣି ପିଉଛନ୍ତି କି, ତାହାହେଲେ ଜାଣିରଖନ୍ତୁ ଏହାର ଉପକାରିତା

5/01/2019 at 7:47 PM

ଯଦି ପଇଡ଼ପାଣି ପିଉଛନ୍ତି, ତାହେଲେ ଜାଣିରଖନ୍ତୁ କଣ ରହିଛି ଉପକାରିତା ।

କିଡ଼ନୀରେ ଷ୍ଟୋନଥିଲେ ନଡ଼ିଆପାଣି ପିଇବା ଦ୍ଵାରା ଉପଶମ ମିଳିଥାଏ । ଏହା କିଡ଼ନୀ ସଂବନ୍ଧୀୟ ସମସ୍ତ ରୋଗକୁ ନିୟନ୍ତ୍ରଣ କରିଥାଏ ।

ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ଉପକାରୀ ।  ଡ଼ାଇବେଟିସ ରୋଗୀ ନିୟମିତ ପଇଡ଼ପାଣି ପିଇଲେ ସୁଗାର ନୟନ୍ତ୍ରଣାଧିନ ରହିଥାଏ ।

ପଇଡ଼ପାଣି ପିଇବାଦ୍ଵାରା ହାଡ଼କୁ ଶକ୍ତକରିବାର ସାହାର୍ଯ୍ୟ କରିଥାଏ । ଅର୍ଥୋ ସମାସ୍ୟାଥିବା ଲୋକ ନିୟମିତ ବ୍ୟବଧାନରେ ପଇଡ଼ ପିଇବା ଦରକାର ।

ରୋଗ ପ୍ରତିରୋଧକ ଶକ୍ତି ପଇଡ଼ପାଣି ପିଇବାଦ୍ଵାରା ବଢ଼ିଥାଏ, ତେଣୁ ପଇଡ଼ପାଣି ସମସ୍ତେ ପିଇବା ଜରୁରୀ ।

ତରଳଝାଡ଼ା ହେଉଥିଲେ ପଇଡ଼ପାଣି ପିଅନ୍ତୁ, ମିଳିବ ବହୁତ ଉପକାର । ଜଳୀୟଅଂଶ କମିଯାଇଥିଲେ ଏହା ପୂରଣ କରିବାରେ ସାହାର୍ଯ୍ୟ କରିଥାଏ ।

ପଇଡ଼ପାଣି ପିଇବାଦ୍ଵାରା ମୁଣ୍ଡବିନ୍ଧାରୁ ଉପଶମ ମିଳଥାଏ ।

ଯଦି ହ୍ୟାଙ୍ଗଓଭର ଥାଏ, ପଇଡ଼ପାଣି ପିଇଲେ ଜଲଦି ମିଲିଥାଏ ଉପଶମ ।

ଏହା ଗର୍ଭବତୀ ଥିବା ମହିଳାଙ୍କ ପାଇଁ ଅନେକ ଉପକାର ମିଳିଥାଏ । ଗର୍ଭବତୀ ମହିଳା ଯଦି ନିୟମିତ ବ୍ୟବଧାନରେ ପିଇଲେ, ପେଟରେ ବଢ଼ୁଥିବା ପିଲାର ସ୍ଵାସ୍ଥ୍ୟ ସମାସ୍ୟା କିଛି ରହି ନଥାଏ ।

ଏହା ଚର୍ମରୋଗ ପାଇଁ ମଧ୍ୟ ବହୁତ ଉପକାରୀ, ଏହା ଦ୍ଵାରା ଅନେକ ଚର୍ମରୋଗ ଭଲ ହୋଇଥାଏ ।

ପଇଡ଼ପାଣି ପିଇବା ଦ୍ଵାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଉଚ୍ଚ ରକ୍ତଚାପଥିବା ବ୍ୟକ୍ତି ଏହି ପାଣି ପିଇବା ଦରକାର ।

   Related Posts