Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗୋଡ଼ମୁଦି ପିନ୍ଧିବାବେଳେ ଭୁଲରେ ବି କରନ୍ତୁ ନାହିଁ ଏସବୁ ଭୁଲ୍ : ନଚେତ୍ ଆପଣଙ୍କ ସ୍ବାମୀଙ୍କୁ ଭୋଗିବାକୁ ପଡ଼ିବ ଭୟଙ୍କର ସମସ୍ୟା

8/12/2020 at 3:06 PM

ବିବାହିତା ମହିଳା ୧୬ପ୍ରକାରର ଶୃଙ୍ଗାର କରିଥାନ୍ତି ଏବଂ ଏହି ୧୬ଟି ଶୃଙ୍ଗାରରେ ପାଦର ପାଉଁଜି ମଧ୍ୟ ସାମିଲ ହୋଇଥାଏ। ପାଦର ପାଉଁଜିକୁ ମହିଳାଙ୍କ ଶେଷ ଶୃଙ୍ଗାର କୁହାଯାଇଥାଏ। ସମସ୍ତଙ୍କୁ ସୁନା କିମ୍ବା ଚାନ୍ଦିର ଗହଣା ପିନ୍ଧିବା ପସନ୍ଦ ହୋଇଥାଏ। କିନ୍ତୁ କିଛି ଗହଣା ଏପରି ହୋଇଥାଏ ଯାହା ସୁନା ପିନ୍ଧା ଯାଇ ନଥାଏ ବରଂ ତାହା କେବଳ ଚାନ୍ଦିର ପିନ୍ଧି ପାରିବେ।

ଶାସ୍ତ୍ର ଅନୁଯାୟୀ ସୁନା ହଜିଯିବା କିମ୍ବା ମିଳିବା ଦୁଇଟିଯାକ ଅଶୁଭ ହୋଇଥାଏ ଏବଂ ଯଦି ରାସ୍ତା​‌ରେ କେଉଁଠାରେ ମଧ୍ୟ ଆପଣଙ୍କୁ ସୁନାର କୌଣସି ବସ୍ତୁ କିମ୍ବା ଗହଣା ମିଳେ ତେବେ ଏହା ଆପଣଙ୍କ ଏବଂ ଆପଣଙ୍କ ସ୍ବାମୀ ଉପରେ କୁପ୍ରଭାବ ପକାଇଥାଏ। ସୁନାକୁ ଗୁରୁ ଗ୍ରହ ସହ ଯୋଡ଼ା ଯାଇଥାଏ ଏହି କାରଣରୁ ସୁନା ହଜିବା କିମ୍ବା ପାଇବା ଗୁରୁ ଗ୍ରହର ପ୍ରଭାବକୁ କମ୍-ବେଶୀ କରିଥାଏ। ଗହଣା ଅଧିକାଂଶ ମହିଳାଙ୍କୁ ପସନ୍ଦ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଗହଣା ବିଷୟରେ କହିବା ଯାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏପରି ବିଶ୍ବାସ ରହିଛି ଯେ ପ୍ରତ୍ୟେକ ବିବାହିତା ମହିଳାଙ୍କୁ ଗୋଡ଼ ମୁଦି ପିନ୍ଧିବା ଉଚିତ୍। କିନ୍ତୁ ଏହା ପଛର ରହସ୍ୟ ବିଷୟରେ ଆପଣ ବୋଧ ହୁଏ ଜାଣି ନଥିବେ। ମହିଳାମାନେ ନିଜ ଗୋଡ଼ ଆଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି  ଏବଂ ଏହାକୁ ମହିଳାଙ୍କ ଶୃଙ୍ଗାରର ଶେଷ ଗହଣା କୁହାଯାଇଥାଏ। ମହିଳାଙ୍କ ସମସ୍ତ ଶୃଙ୍ଗାରର ମଥାମଣି ଏବଂ ଗୋଡ଼ମୁଦି ମଧ୍ୟରେ ହୋଇଥାଏ କାରଣ ଲୋକେ ମଥାମଣିଠୁ ଗହଣା ପିନ୍ଧିବା ଆରମ୍ଭ କରିଥାନ୍ତି ଏବଂ ଗୋଡ଼ମୁଦିରେ ସମାପ୍ତ କରିଥାନ୍ତି।

ବାସ୍ତବରେ ସୁନାର ଗୋଡ଼ ମୁଦି ପିନ୍ଧିବା ଅଶୁଭ ହୋଇଥାଏ ଏବଂ ବିଜ୍ଞାନ ଅନୁସାରେ ଚାନ୍ଦିର ଗୋଡ଼ମୁଦି ପିନ୍ଧିବା ଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। କୌଣସି ବିବାହିତା ମହିଳା ନିଜ ଗୋଡ଼ମୁଦି ହଜାଇବା ଅନୁଚିତ୍ । ମହିଳାମାନେ ନିଜ ଗୋଡ଼ମୁଦି ବାହାର କରି ଆଉ କାହାକୁ ଦେବା ଅନୁଚିତ୍ କାରଣ ଏପରି କରିବା ଦ୍ବାରା ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ।

ଏହା ବ୍ୟତୀତ ସେମାନେ କରଜରେ ବୁଡ଼ି ଯାଇଥାନ୍ତି ଏବଂ ଏହି କାରଣରୁ ମାନସିକ ସମସ୍ୟା ମଧ୍ୟ ହୋଇଥାଏ। ଆପଣଙ୍କ ସ୍ବାମୀଙ୍କ ଜୀବନରେ ଆସୁଥିବା ଧନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ। ବେଦରେ କୁହାଯାଇଛି ଯେ ମହିଳାଙ୍କୁ ଏପରି ପାଉଁଜି କିମ୍ବା ଗୋଡ଼ ମୁଦି ପିନ୍ଧିବା ଉଚିତ୍ ଯେଉଁଥିରୁ ହାଲୁକା ଶବ୍ଦ ହେଉଥିବ ଯାହା ଦ୍ବାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ।

   Related Posts