Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରାତିରେ ଥକି ଯାଉଛନ୍ତି କି : ତେବେ ଏହି ୨ଟି ଜିନିଷ ଖାଆନ୍ତୁ , ମିଳିବ ଅଦ୍ଭୁତ ଶକ୍ତି

29/01/2019 at 5:24 PM

 ପିଆଜରେ ଏମିନୋ ଏସିଡ,ଫସଫରସ୍,ପ୍ରୋଟିନ୍ ଏବଂ ଏପରି ଅନ୍ୟ କେତେକ ତତ୍ତ୍ବ ରହିଥାଏ ଯାହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରର ଦୁର୍ବଳତା ଦୂର କରିଥାଏ। ପିଆଜ ଆପଣଙ୍କ ପୁରୁଣା ଦିନ ଫେରାଇ ଆଣିବାରେ ସହାୟକ ସାବ୍ୟସ୍ତ ହୋଇଥାଏ। ଏହା ଖାଇବା ଦ୍ବାରା ଆପଣଙ୍କ ଶରୀରକୁ କୈାଣସି ପ୍ରକାରର କ୍ଷତି ପହଞ୍ଚିନଥାଏ।

ଆପଣ ଦିନକୁ ୩ଥର ଖାଇବାବେଳେ ପିଆଜ ଖାଇପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ପିଆଜ ସକାଳେ ଜଳଖିଆ ସମୟରେ ,ଆଉ ଗୋଟିଏ ପିଆଜ ଦ୍ବିପ୍ରହରେ ଖାଇବା ବେଳେ ଏବଂ ଅନ୍ୟ ଗୋଟିଏ ରାତିରେ ଖାଇବାବେଳେ ଖାଇବେ। ଏହା ଆପଣଙ୍କ ଶରୀରରେ ଶକ୍ତି ସଞ୍ଚାର କରିଥାଏ।

ଯେପରିକି ଆମେ ସମସ୍ତେ ଜାଣୁ ଯେ କ୍ଷୀର ବିଭିନ୍ନ ପ୍ରକାର ରୋଗର ଔଷଧ ଭାବେ କାମ କରିଥାଏ। କ୍ଷୀରରେ ବିଭିନ୍ନ ପ୍ରକାରର ପୈାଷ୍ଟିକ ତତ୍ତ୍ବ ରହିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। କ୍ଷୀରରେ ଡାଲଚିନି ମିଶାଇ ପିଇଲେ ଶରୀରରେ ଫୁର୍ତ୍ତି ଆସିଥାଏ। ଏକ ଗିଲାସ ଗରମ କ୍ଷୀରରେ ଅଧ ଚାମଚ ଡାଲଚିନି ପାଉଡର ମିଶାନ୍ତୁ।       

   Related Posts