Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କରୋନାଠୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ଦାନ କରନ୍ତୁ ଏହି ଗୋଟିଏ ଜିନିଷ

27/04/2020 at 4:43 PM

ବର୍ତ୍ତମାନ ରାହୁ ଉଚ୍ଚ ରାଶି ଅର୍ଥାତ୍ ମିଥୁନ ରାଶି ୨୦୧୯ ମାର୍ଚ୍ଚ ୨୩ରୁ ଗୋଚର ଅଛନ୍ତି, ସେ ଏଠାରେ ୨୦୨୦ ସେପ୍ଟେମ୍ବର ୨୦ତାରିଖ ଯାଏଁ ଅବସ୍ଥାନ କରିବେ। କୌଣସି ଗ୍ରହ ଉଚ୍ଚ ଅବସ୍ଥାରେ ରହିଲେ ସବୁଠୁ ଅଧିକ ବଳି ହୋଇଥାଏ,ରାହୁ ମଧ୍ୟ ଏହି ସମୟରେ ପ୍ରଚଣ୍ଡ ଭାବେ କରୋନାକୁ ବ୍ୟାପିବାରେ କାମ କରୁଛନ୍ତି।

ରାହୁ ନିଜ ସ୍ବଭାବ ଅନୁସାରେ ସବୁବେଳେ ଲୁଚି ଆକ୍ରମଣ କରିଥାଏ। ଭାରତର ଜାତକରେ ରାହୁ ଳଗ୍ନ ଭାବରେ ସ୍ଥିତ ଏବଂ ​‌ଗୋଚରରେ ଏହା ୨୦୧୯ ମାର୍ଚ୍ଚ ୨୩ରୁ ଭାରତର ଜାତକରେ ଦ୍ବିତୀୟ ଭାବରେ ବିଚରଣ କରୁଛି। ଏଠାରୁ ରାହୁ ଅଷ୍ଟମ ଭାବକୁ ସକ୍ରିୟ କରୁଛି । ଶାସ୍ତ୍ର ଅନୁସାରେ ଅଷ୍ଟମ ଭାବ,ଅଷ୍ଟମେଶ ଏବଂ ଏହି ଭାବରେ ସ୍ଥିତ ଗ୍ରହ ମୃତ୍ୟୁକାରକ ହୋଇଥାଏ।

ତୃତୀୟ ଭାବ ଅଷ୍ଟମରୁ ଅଷ୍ଟମ ହେବା ଯୋଗୁଁ ମୃତ୍ୟୁକୁ ଦର୍ଶାଇଥାଏ,ଏହି ସମୟ ଗୋଚରରେ ଶନି ବାଧକେଶ,ମଙ୍ଗଳ ଦ୍ବାଦଶେଷ ଏବଂ ଗୁରୁ ଅଷ୍ଟମେଶ ହୋଇ ଯୁକ୍ତ ସମ୍ବନ୍ଧରେ ଅଛନ୍ତି ଏବଂ ତୃତୀୟ ଭାବକୁ ସକ୍ରିୟ କରୁଛନ୍ତି। ଏଥିପାଇଁ ଆଜି ଭୟଙ୍କର ସ୍ଥିତି ରହିଛି। କୌଣସି ଭାବର ବ୍ୟୟ ଭାବ ସେହି ଭାବର ଦ୍ବାଦଶ ଭାବ ହୋଇଥାଏ। ରାହୁ ଯେତେବେଳେ ନିଜ ଉଚ୍ଚ ରାଶିରୁ ବାହାରି ବୃଷ ରାଶିରେ ଗୋଚର କରିବେ,ସେହି ସମୟରେ ଏହା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିବ।

କରୋନା ଭାଇରସ୍ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ମେ ୪ତାରିଖରୁ କମିବ ଏବଂ ଜୁନ୍ ୧୬ସୁଦ୍ଧା ଏହା ଅନେକାଂଶରେ କମିଯିବ। ଏହା ସେପ୍ଟେମ୍ବର ସୁଦ୍ଧା ନିୟନ୍ତ୍ରଣ ହେବ।

ରାହୁ ଭାଇରସକୁ ରୋକିବା ପାଇଁ ସମସ୍ତ ଦେଶଭକ୍ତ ଭାରତୀୟଙ୍କ ରାହୁ ବସ୍ତୁ କିମ୍ବା ଔଷଧ,ସାନିଟାଇଜର ଅନଲାଇନରେ ଦାନ କଲେ ଏକ ଉତ୍ତମ ଉପାୟ ହେବ।

   Related Posts