Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପାର୍ବଣ ଆଉ ଥରେ ଆସିବ ହେଲେ ଜୀବନ ଥରେ ଗଲେ ଆଉ ଆସିବନି: ଡିଏମଇଟି

12/10/2021 at 12:51 PM

ଭୁବନେଶ୍ୱର ୧୨/୧୦: କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଚାଲିଛି ଯୁଦ୍ଧ । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ । ଗତକାଲି ହାଟ ଓ ବଜାର ଗୁଡିକରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ କରିବାର ଆବଶ୍ୟକ ରହିଛି ।

ଯଦି ଏମିତି ଭିଡ଼ ଲାଗି ରୁହେ ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ପ୍ରଶ୍ନବାଚୀ । ଆମେ ଅନୁରୋଧ କରୁଛୁ ଲୋକମାନେ କୋଭିଡ ଗାଇଡ଼ ଲାଇନ ସଠିକ ଭାବେ ପାଳନ କରନ୍ତୁ । ପାର୍ବଣ ଆସନ୍ତା ବର୍ଷ ବି ଆସିବ ମାତ୍ର ଜୀବନ ପ୍ରଥମେ ରହୁ ।

   Related Posts