Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆପଣଙ୍କ କାନରେ ପୋକ ପଶିଯାଇଛି କି : ତେବେ ଅବଲମ୍ବନ କରନ୍ତୁ ଏହି ଉପାୟ

31/03/2019 at 3:16 PM

ଆମ କାନ ଭିତରେ ପୋକ ପଶିଗଲେ ଆମେ ଡାକ୍ତରଙ୍କ ନିକଟକୁ ଯାଇଥାଉ। ଆଜି ଆମେ ଆପଣଙ୍କୁ ଏପରି ଉପାୟ ବିଷୟରେ କହିବା ଯାହା ଜାଣିବା ପରେ ଆପଣଙ୍କୁ ଆଉ ଡାକ୍ତରଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ। କିଛି ସମୟ ମଧ୍ୟରେ ଆପଣଙ୍କ କାନରୁ ପୋକ ବାହାରିଯିବ।

ଏଥିପାଇଁ ଆପଣଙ୍କୁ ଅଳ୍ପ ଟିକେ ପାଣି ନେବାକୁ ପଡ଼ିବ। ଏହି ପାଣିରେ ଖାଇବା ଲୁଣ ଅଳ୍ପ ମିଶାଇବେ। ଏହି ଲୁଣ ମିଶ୍ରିତ ପାଣିର କିଛି ବୁନ୍ଦା ଆପଣ ପୀଡ଼ିତଙ୍କ କାନରେ ପକାଇବେ । କିଛି ସମୟ ମଧ୍ୟରେ ସେହି ପୋକଟି ଆପଣଙ୍କ କାନରୁ ବାହାରକୁ ପଳାଇ ଆସିବ। ଆପଣ ଏହି ଉପାୟ ନିଜ ଘରେ ବସି ମଧ୍ୟ କରି ପାରିବେ।   

   Related Posts