Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ଯଦି କୈାଣସି ବ୍ୟକ୍ତି ବିଷ ପିଇଛନ୍ତି ତେବେ କରନ୍ତୁ ଏହି କାମ : ବଞ୍ଚିଯିବ ତାଙ୍କ ଜୀବନ

1/12/2018 at 1:08 PM

ଜୀବନ ଚାଲିଯାଉଥିବା ବ୍ୟକ୍ତିଙ୍କ ଜୀବନ ବଂଚାଇ ଦେବା ଲୋକଟି ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଲୋକ ପାଇଁ ଭଗବାନ ହୋଇଥାଏ ।  ବହୁତ ଥର ଏପରି ହୋଇଥାଏ ଯେ ଆମ ସାମନାରେ କାହାର ଜୀବନ ଚାଲିଯାଏ, କିନ୍ତୁ ଆମେ କିଛି କରିପାରିନଥାଉ। କେତେକ ବ୍ୟକ୍ତି ନିଜ ଦୁର୍ବଳ ମାନସିକତା ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଦେଇଥାନ୍ତି। ହେଲେ ବିଷ ପିଇଥିବା ଲୋକଟିକୁ ସହଜରେ ବଂଚାଯାଇପାରିବ ।  ଆଜି ଆମେ ଏହାର କେତେକ ଉପାୟ ବିଷୟରେ କହୁଛୁ । ଜାଣିବା ପାଇଁ ପୁରା ରିପୋର୍ଟ ପଢନ୍ତୁ-

ଅଧିକାଂଶ କ୍ଷେତ୍ରରେ ବିଷ ପିଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆଗରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥାଏ। ଏ କ୍ଷେତ୍ରରେ ଯଦି ଆମେ କିଛି ଘରୋଇ ଉପାୟ ଅବଲମ୍ବନ କରିବା ତେବେ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇପାରିବା।

ଯଦି ଆପଣଙ୍କ ସାମନାରେ କୈାଣସି ବ୍ୟକ୍ତି ବିଷ ପିଇଥାନ୍ତି ତେବେ ତାଙ୍କୁ ପ୍ରଥମେ ବାନ୍ତି କରାଇବା ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ସୋରିଷକୁ ବାଟି ଏହାକୁ ପାଣିରେ ମିଶାଇ ତାଙ୍କୁ ପିଆଇଦିଅନ୍ତୁ। ଯାହା ଦ୍ବାରା ତୁରନ୍ତ ତାଙ୍କର ବାନ୍ତି ହୋଇ ବିଷ ବାହାରିଯିବ।

 ଏହା ବ୍ୟତୀତ ଲୁଣପାଣି ମଧ୍ୟ ବାନ୍ତି ହେବା ପାଇଁ ସର୍ବୋତ୍କୃଷ୍ଟ ଉପାୟ। ଲୁଣପାଣି ପିଇଲେ ମଧ୍ୟ ବ୍ୟକ୍ତିର ବାନ୍ତି ହୋଇ ବିଷ ବାହାରିଯାଇଥାଏ ଏବଂ ତାଙ୍କ ଜୀବନ ବଞ୍ଚିଯାଇଥାଏ। ଏସବୁ ପ୍ରୟୋଗ କଲେ ମଧ୍ୟ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇ ଯିବା ଅତ୍ୟନ୍ତ ଆବଶ୍ୟକ।

   Related Posts