Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ହୋଟେଲରେ ଷ୍ଟାର କପଲଙ୍କ ରୋମାନ୍ସ: ସୋସିଆଲ ମିଡ଼ିଆରେ ପ୍ରାଇଭେଟ ଭିଡିଓ ଭାଇରାଲ

2/12/2021 at 9:53 PM

ମୁମ୍ବାଇ ୦୨/୧୨ : ରିଅଲିଟି ଶୋ’ ବିଗ୍ ବସ୍ ରେ ରୋମାନ୍ସର ସୀମା ପାର କରିଦେଇଛନ୍ତି ପୂର୍ବତନ ପ୍ରତିଯୋଗୀ ଇଶାନ୍ ସେହଗଲ୍ ଓ ମିଶା ଆୟର। ଦୁହିଁଙ୍କ ରୋମାନ୍ସ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଉଭୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ନିଆଁ ପରି ଭାଇରାଲ ହେଉଛି। ଏହି ଭାଇରାଲ୍ ଭିଡିଓରେ ଇଶାନ ଓ ମିଶା ପରସ୍ପର ସହିତ ରୋମାନ୍ସରେ ସମ୍ପୂର୍ଣ୍ଣ ହଜିଯାଇଥିବାର ନଜର ଆସିଛନ୍ତି। ଉଭୟଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଏହି ଯୋଡିର ଡ୍ୟାରିଙ୍ଗ ଅନ୍ଦାଜକୁ ନେଇ ଚର୍ଚ୍ଚା କରୁଛନ୍ତି।

ଦୁହେଁ ଭିଡିଓ ସେୟାର କରି ଗୋଟିଏ ହିଁ କ୍ୟାପ୍ସନ ଲେଖିଛନ୍ତି। ସେମାନେ ଲେଖିଛନ୍ତି, “ୱାଇନ, ଡାଇନ ଆଣ୍ଡ ମ୍ୟାନ ସୋ ଫାଇନ” ଏହାସହ ଏକ ହାର୍ଟ ଇମୋଜୀ ସେୟାର କରିଛନ୍ତି। ଇଶାନ୍ ଓ ମିଶାଙ୍କ ଏହି ଭିଡିଓ କୌଣସି ହୋଟେଲର ଯେଉଁଠିକି କପଲ ଡିନର ଡେଟ ପାଇଁ ଯାଇଥିଲେ।

ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ନାନା ପ୍ରତିକ୍ରିୟା ରଖିଛନ୍ତି। କିଛି ତାଙ୍କର ଏହି ଡ୍ୟାରିଙ୍ଗ ଅନ୍ଦାଜକୁ ପସନ୍ଦ କରିଥିବାବେଳେ ଆଉ କେହି କେହି ଏହାକୁ ନେଇ ସମାଲୋଚନା କରୁଛନ୍ତି। ଏହିଭଳି ପ୍ରାଇଭେଟ ଭିଡିଓ ସୋସିଆଲ ମିଡ଼ିଆ ସେୟାର କରିବ ଉଚିତ ନୁହେଁ ବୋଲି ଲୋକେ କହିଛନ୍ତି।

   Related Posts