ବଜାରରେ ଆଇଡି ବିସ୍ଫୋରଣ : ୫ଜଣ ଆହତ
5/11/2019 at 10:17 AM

ମଣିପୁର ୦୫।୧୧ : ମଣିପୁରର ଇମ୍ପାଲ ଅନ୍ତର୍ଗତ ଥଙ୍ଗଲ ବଜାରରେ ଆଇଡି ବ୍ଲାଷ୍ଟ ହୋଇଛି। ବ୍ଲାଷ୍ଟରେ ଜଣେ ସାଧାରଣ ନାଗରିକ ସମେତ ୪ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ୨ଟି ବାଇକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣ କିଏ ଓ କିପରି ହେଲା ତାହାର କାରଣ ଅସ୍ପଷ୍ଠ ରହିଛି । ଘଟଣାସ୍ଥଳରେ ପୋଲିସର ଓ ସେନା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Related Posts
କରୋନା କଟକଣା ପାଇଁ ପ୍ରତୀକାତ୍ମକ ଭାବେ ହେବ ବିଜୟା ଦଶମୀ ମହୋତ୍ସବ
20 April 2021