Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଗ୍ରାହକଙ୍କୁ ଏହି ବ୍ୟାଙ୍କିଂ ଲୁଟ୍ ବିଷୟରେ ଆଲର୍ଟ କରିଛି ICICI ବ୍ୟାଙ୍କ, ନହେଲେ ଖାଲି ହୋଇଯିବା ବ୍ୟାଙ୍କ ଖାତା

20/10/2019 at 3:46 PM

ଦେଶର ଦ୍ବିତୀୟ ସବୁଠୁ ବଡ ପ୍ରାଇଭେଟ ବ୍ୟାଙ୍କ ହେଉଛି (ICICI Bank)। ତେବେ ନିକଟରେ ICICI Bank ଗ୍ରାହକଙ୍କୁ ସଚେତନ କରାଇଛି। ICICI Bank ଗ୍ରାହକଙ୍କୁ ବ୍ୟାଙ୍କିଂ ଲୁଟ ନେଇ ସାବଧାନ କରାଇଛି। ICICI Bank ଟୁଇଟ୍‌ କରି କହିଛି ଯେ, କୌଣସିଭିମ୍‌ ଆପ୍‌ କିମ୍ବା ୟୁପିଆଇ ପ୍ଲାଟଫର୍ମରେ  ଟଙ୍କା  ରିସିଭ୍‌ ବା ପ୍ରାପ୍ତ  କରିବା ପାଇଁ କେବେ କେହି ପିନ୍‌ ମାଗନ୍ତି ନାହିଁ। ଯଦି କେବେ କିଏ ଟଙ୍କା ରିସିଭ କରିବା ସମୟରେ ପିନ୍‌ ମାଗେ ତାହେଲେ ସତର୍କ ରହିବା ଉଚିତ୍‌। ICICI Bank ଟୁଇଟ୍‌ ଅନୁସାରେ ଫ୍ରଡ ରିକ୍ବେଷ୍ଟକୁ ସ୍ବୀକାର କରିବା ପୂର୍ବରୁ ଏହି ଷ୍ଟେପ ଫଲୋ କରିବା ଜରୁରୀ।

୧- କୌଣସ ଆପ୍‌ କିମ୍ବା ଟଙ୍କା ଦେଣ ନେଣ ଓ କାରବାର ହେଉଥିବା ଆଫ୍‌ରେ  ପିନ୍‌ ଦେବା ପୂର୍ବରୁ ଭାବି ଚିନ୍ତି ଦେବା ଜରୁରୀ। ICICI Bank ଅନୁସାରେ ଭିମ୍‌ ଆପ୍‌ କିମ୍ବା ୟୁପିଆଇ ଆପ୍‌ରେ ଟଙ୍କା ପ୍ରାପ୍ତ ବା ରିସିଭ୍‌ କରିବା ପାଇଁ ପିନ୍‌ର ରିକ୍ବେଷ୍ଟ ଆସେ ନାହିଁ। ଏମିତି ହେଲେ ଏହା ଫ୍ରଡ ରିକ୍ବେଷ୍ଟ ବୋଲି ଗ୍ରାହକ ସତର୍କ ରହିବା ଉଚିତ୍‌।

୨- ବ୍ୟାଙ୍କରଏମିତି କୌଣସି ନିୟମ ନାହିଁ ଯାହା ଗ୍ରାହକ ଜାଣି ନ ଥିବେ। ତେବେ କୌଣସି ଜିନିଷରେ ଦ୍ବନ୍ଦ୍ବରେ ପଡିଲେ ପ୍ରଥମେ ବ୍ୟାଙ୍କକୁ ପଚାରିବା ଜରୁରୀ।

୩- ଏଥିପାଇଁ କୌଣସି ସ୍ଥାନରେ ପିନ୍‌ ଦେବା ପୂର୍ବରୁ ଭାବିବା ଉଚିତ୍‌। ଏଭଳି ଫ୍ରଡ ରିକ୍ବେଷ୍ଟକୁ କେବେ ଆକ୍ସେଟ କରନ୍ତୁ ନାହିଁ। ନିଜ ଆକାଉଣ୍ଟ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସବୁ ସୂଚନା ବିଷୟରେ ଭଲ ଭାବେ ଜାଣିବା ଉଚିତ୍‌।

   Related Posts