କୈାଣସି ବରଦାନରୁ କମ୍ ନୁହେଁ ଏହି ଫଳ : ଫାଇଦା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | May 29, 2019 IST

ଆମେ ଆଜି ଭାରତରେ ମିଳୁଥିବା ଏପରି ଫଳ ବିଷୟରେ ଜାଣିବା ଯାହା ଆମ ସ୍ବାସ୍ଥ୍ୟ ଏବଂ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ଫଳ ଦକ୍ଷିଣ ଭାରତରେ ମିଳିଥାଏ ଯାହାର ନାଁ ତାଳସଜ। ଏହି ଫଳରେ ଥିବା ଭିଟାମିନର ପ୍ରଚୁର ମାତ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଯାହା ଶରୀରର ସମସ୍ତ ସମସ୍ୟାକୁ ମୂଳରୁ ନାଶ କରି ଦେଇଥାଏ।

{"id":117172,"width":594,"height":406}

ତାଳସଜ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହା ଦ୍ବାରା ହୃଦଘାତର ଆଶଙ୍କା ମଧ୍ୟ କମ୍ ଥାଏ। ଚକ୍ଷୁଜନିତ ସମସ୍ୟା ପାଇଁ ମଧ୍ୟ ଏହି ଫଳ ଖାଇବା ଅତ୍ୟନ୍ତ ଜରୁରୀ। ଦକ୍ଷିଣ ଭାରତର ଅଧିକାଂଶ ଲୋକ ତାଳସଜ ଖାଇବାକୁ ଭଲ ପାଆନ୍ତି। ସେଥିପାଇଁ ସେଠାକାର ଲୋକେ ସୁସ୍ଥ ରୁହନ୍ତି ବୋଲି କୁହାଯାଏ।

{"id":117173,"width":594,"height":410}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.