IAS ସ୍ତରରେ ଅଦଳବଦଳ
1/05/2018 at 11:26 AM

ଜି.ଭି.ଭି ଶର୍ମା ହେଲେ ବୋର୍ଡ ଅଫ ରେଭିନ୍ୟୁ ସଦସ୍ୟ
ମୋନା ଶର୍ମା ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ
ବିଷ୍ଣୁପଦ ସେଠୀଙ୍କୁ SRC,ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ
ବିଶାଳ ଦେବ ହେଲେ ପର୍ଯ୍ୟଟନ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ
ପୁରୁଷୋତ୍ତମ ସାହୁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ
ଗୋସ୍ବାମୀ ଗୋଲାମ ଦେବତା ବୋର୍ଡ ଅଫ ରେଭିନ୍ୟୁ ଅତିରିକ୍ତ ସଚିବ
ଭି.ଜୟକୁମାର ହେଲେ ଯୁଗ୍ମ ସଚିବ ପି ଆଣ୍ଡ ସି
ଡକ୍ଟର ୟେଦୁଲ୍ଲା ବିଜୟ ଅଣ୍ଡର ସେକ୍ରେଟାରୀ ଗୃହ ବିଭାଗ
ନିରଞ୍ଜନ ନାୟକ ହେଲେ OLIC MD
ସରୋଜ ସାମଲ ଯୋଗାଣ ବିଭାଗ ଏମ୍ଡି
Related Posts
ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍
13 April 2021
ଟିକା ଅଭାବ ; ୧୧ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
13 April 2021