Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ମାହାଙ୍ଗା ଅଞ୍ଚଳରେ ହେଟା ବାଘ ଆତଙ୍କ, ଲୋକେ ଭୟଭୀତ

13/09/2019 at 8:01 AM

ନିଶ୍ଚିନ୍ତକୋଇଲି ୧୩।୯: କଟକ ଜିଲ୍ଲା ମାହାଙ୍ଗା କଲ୍ୟାଣପୁର ଗାଁ ନିକଟରେ ହେଟା ବାଘ ଆତଙ୍କ । ବାଇକ୍ ଆରୋହୀଙ୍କୁ ଘେରିଲା ବାଘ । ଖବରପାଇ ଘଟଣାସ୍ଥଳରେ ସଫା ବନ ବିଭାଗ ପହଞ୍ଚିଛି । ବାଘକୁ ଘଉଡାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଛି ବନ ବିଭାଗ ।

ପ୍ରଥମେ ଏକ ହେଟା ବାଘକୁ ମାହାଙ୍ଗା ହଂସଦିଆ ଗାଁରେ ୭ଦିନ ତଳେ ସ୍ଥାନୀୟ ଲୋକେ ଦେଖିଥିଲେ । ବନବିଭାଗ ଆସି ଫାଙ୍କା ଗୁଳି ଚାଳନା କରିଥିଲେ । କିନ୍ତୁ ବାଘ ଧରା ପଡିନଥିଲା ।

ପୁଣି ଗତକାଲି ରାତିରେ ହେଟା ବାଘକୁ ରାସ୍ତାରେ ଦେଖିବାକୁ ମିଳିଥିଲା। ୭ ଦିନ ଧରି ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସଫା ବନବିଭାଗ ବାଘର ପାଦ ଚିହ୍ନକୁ ତନଖିବା ସହ ନଦୀ ପଠା ଓ ଛୋଟ ଛୋଟ ଜଙ୍ଗଲ ତନଖି କରୁଛି।

   Related Posts