Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ମନା କରିବାରୁ ବାର ଡ୍ୟାନ୍ସରଙ୍କୁ ଵିଵସ୍ତ୍ର କରି ପିଟିଲେ ଅନ୍ୟ ଡ୍ୟାନ୍ସର

17/06/2019 at 2:50 PM

ହାଇଦ୍ରାବାଦ ୧୭/୬ : ହାଇଦ୍ରାବାଦରେ ଜଣେ ମହିଳା ଡ୍ୟାନ୍ସରଙ୍କୁ ଜଣେ ବ୍ୟକ୍ତି ଏବଂ ୪ଜଣ ଅନ୍ୟ ମହିଳା ଡ୍ୟାନ୍ସର ଵିଵସ୍ତ୍ର କରି ମାଡ ମାରିଥିବା ଘଟଣା ସାମ୍ନାକୁ ଆସିଛି । ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ମନା କରିବାରୁ ତାଙ୍କୁ ଏହିଭଳି ନିର୍ଯ୍ୟାତନା ଦିଆଯାଇଥିବା ମହିଳା ଅଭିଯୋଗ କରିଛନ୍ତି । ପଂଜାଗୁଟ୍ଟା ପୋଲିସ ୪ ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ବ୍ୟକ୍ତି ଜଣକ ଫେରାର ଅଛି । ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପୁରା ଉଦ୍ୟମ କରୁଛି । 

ପୋଲିସ ସୂଚନା ଅନୁଯାୟୀ, ପୀଡିତା କିଛି ମାସ ପୂର୍ବରୁ ବାରରେ ଡ୍ୟାନ୍ସର ଭାବେ ଯୋଗ ଦେଇଥିଲେ । ପ୍ରଥମ ଦିନରୁ ହିଁ ତାଙ୍କୁ ଶୋଷଣ କରାଯାଉଥିବା ସେ କହିଛନ୍ତି । ମହିଳାଙ୍କ ୫ଜଣ ସହକର୍ମୀ ଗ୍ରାହକଙ୍କୁ ଶାରୀରିକ ସୁଖ ଦେବା ପାଇଁ ମହିଳାଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ସେ ଏଥିରେ ରାଜି ନ ହେବାରୁ ତାଙ୍କୁ ଵିଵସ୍ତ୍ର କରି ମାଡ ମାରିଥିଲେ । ବାରର ସଂଚାଳକ ମଧ୍ୟ ମହିଳାଙ୍କୁ ଗ୍ରାହକଙ୍କ ନିକଟକୁ ଯାଇ ଅଶ୍ଳୀଳ ଗତିବିଧି କରିବା ପାଇଁ କହିଥିଲେ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ।

   Related Posts