Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

IPL ୨୦୨୧ : ହାଇଦ୍ରାବାଦକୁ ୧୬୦ ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ, ପୃଥ୍ବୀ ସ’ ଙ୍କ ଅର୍ଦ୍ଧଶତକ

25/04/2021 at 9:29 PM

ଚେନ୍ନାଇ ୨୫/୦୪ : ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢେଇ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୯ ରନ ସଂଗ୍ର କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦକୁ ଜିତିବାକୁ ହେଲେ  ୧୬୦ ରନ କରିବାକୁ ହେବ ।

ଦିଲ୍ଲୀ ପକ୍ଷରୁ ପୃଥ୍ବୀ ସ ୫୩, ଶିଖର ଧାଓ୍ବନ ୨୮, ଅଧିନାୟକ ଋଷଭ ପନ୍ତ ୩୭, ସିମ୍ରନ୍‌ ହେଟମାୟର ୧ ରନ କରି ଆଉଟ ହୋଇଛନ୍ତି । ଷ୍ଟିଭ୍‌ ସ୍ମିଥ୍‌ ୩୪ ଏବଂ ମାର୍କସ୍‌ ଷ୍ଟୋଇନିସ୍‌ ୨ ରନ କରି ଅପରାଜିତ ଅଛନ୍ତି । ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ ୪ ଓଭରରେ ୩୧ ରନ ଦେଇ  ୨ଟି ଓ୍ବିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୪ ଓଭରରେ ୪୨, ଅଭିଷେକ ଶର୍ମା ୧ ଓଭରରେ ୧୪, ଜଗଦେଶା ସଚିତ୍‌ ୪ ଓଭରରେ ୨୧, ବିଜୟ ଶଙ୍କର ୩ ଓଭରରେ ୨୧ ଏବଂ ରାଶିଦ ଖାଦ ୪ ଓଭରରେ ୩୧ ରନ ଦେଇ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

   Related Posts