ବଡ଼ବିଲ ଅଂଚଳରୁ ସ୍ୱାମୀ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର; ପରସ୍ପରକୁ ଆକ୍ରମଣ କରିଥିବା ସନ୍ଦେହ

Published By : Prameya-News7 Bureau | December 09, 2018 IST

ବଡବଲି ୯/୧୨ : ବଡ଼ବିଲ ଅନ୍ତର୍ଗତ ବାମେବାରୀ ଥାନା ଜଜାଙ୍ଗ ରୁଙ୍ଗଟା ମାଇନ୍ସ କଲୋନୀରେ ଘଟିଛି ଅଘଟଣ | ଏକ ଘର ଭିତରୁ ସ୍ବାମୀ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି | ପରସ୍ପରକୁ ଆକ୍ରମଣ ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି | ମୃତକ ହେଲେ ସୁଜିତ ହେମ୍ବ୍ରମ ଓ ସ୍ତ୍ରୀ ବେରୋନିକା ହେମ୍ବ୍ରମ | ଘଟଣାସ୍ଥଳରେ ବାମୋମାରୀ ପୋଲିସ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.