ପୂର୍ବତନ କାଉଁସିଲରଙ୍କ ସ୍ବାମୀଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ…

Published By : Prameya-News7 Bureau | August 30, 2019 IST

ଆନନ୍ଦପୁର ୩୦|୮: ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡ ପୂର୍ବତନ ର୍କାଉନସିଲରଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ପୌରପରିଷଦର ୧୩ ନମ୍ବର ୱାର୍ଡର କାଉନସିଲର ସୁଭଦ୍ରା ଦେହୁରୀ। ତାଙ୍କ ସ୍ୱାମୀ ବିଦ୍ୟାଧର ନାହାକ ଗତକାଲି ରାତିରେ ଖାଇପିଇ ଶୋଇବା ପରେ ଆଜି ସକାଳୁ ଏକ ରସି ଯୋଗେ ଘର ଭିତରେ ଝୁଲିଥିବାର ଦେଖିବାକୁ ମିଳିଛି।

{"id":150876}

ବିଦ୍ୟାଧରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଷିପୁରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.