Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ : ସ୍ବାମୀ ଗିରଫ

23/02/2019 at 10:29 AM

ଅନୁଗୁଳ  ୨୩/୨: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ବାରକୋଟିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି।  ଆଜି ଭୋର ସମୟରେ ସ୍ତ୍ରୀକୁ ହତ୍ୟା କରିଥିବା ସ୍ବାମୀ ସ୍ବିକାର କରିଛି । ଅଭିଯୁକ୍ତ ସ୍ବାମୀ ବଳ ବେହେରାକୁ ଖମାର ପୋଲିସ ଗିରଫ କରିଛି । ମୃତ ସ୍ତ୍ରୀ ହେଲେ ବଗବତି ବେହେରା । ୧୦ ଦିନ ହେବ ସ୍ବାମୀ ସହ ବଗବତି ବାରକୋଟିଆ ଗାଁରେ ରହୁଥିବା ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ । ବଗବତି, ବଳ ବେହେରାଙ୍କ ଚତୁର୍ଥ ସ୍ତ୍ରୀ ଥିଲେ ।

   Related Posts