ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟାକଲା ସ୍ବାମୀ

Published By : Prameya-News7 Bureau | December 10, 2018 IST

ମୋହନା ୧୦|୧୨: ଗଜପତିମୋହନା ଥାନା କିଡାସିଂ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ କଟୁରୀରେ ହାଣି ନିର୍ମମ ଭାବରେହତ୍ୟା କରିଛି ସ୍ବାମୀ । ମୃତକ ହେଲେ କ୍ଷୀର ରଣଷଣ୍ଢ । ଅଭିଯୁକ୍ତ ସ୍ବାମୀ କୋରା ରଣଷଣ୍ଢକୁ ଅଟକରଖି ପଚରାଉଚରା କରୁଛି ମୋହନ ପୋଲିସ । ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଥିବାଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.