Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଲା ସ୍ବାମୀ

10/09/2018 at 9:48 PM

ବ୍ରହ୍ମପର ୧୦/୦୯ : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ବ୍ରହ୍ମପର ନୂଆ ମିଲିଟାରୀ ଲାଇନ୍ ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟାକାରୀ ସ୍ବମୀ ଫେରାର୍ ଥିବା ବେଳେ ପେ।ଲିସ ଘଟଣାର ତଦନ୍ତ କରୁଛି ।

   Related Posts