Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା : ନା ମାନେ ନା

7/08/2018 at 10:41 AM

ଅବିଶ୍ୱାସରୁ ସବୁ ସରିଗଲା । ପରିକୀୟା ପ୍ରୀତି ନେଇ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିବାପରେ ଆତ୍ମହତ୍ୟା କଲା ସ୍ବାମୀ । ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଏପରି ଦୁଃଖଦ ଘଟଣାଟି ଘଟିଛି । ଜଣେ ୪୭ ବର୍ଷୀୟ ବ୍ୟକ୍ତି ତାଙ୍କ ୩୪ ବର୍ଷୀୟା ପତ୍ନୀଙ୍କୁ ହତ୍ୟା କରିବା ପେର ନିଜେ ମାନସିନ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ବିବାହର ଦୁଇ ବର୍ଷ ପରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗିରିଶ ଭଟ୍ଟନଗର ନାମକ ବ୍ୟକ୍ତି ଜଣକ ତାଙ୍କ ପତ୍ନୀ ମନୀଷା କୋହଲିଙ୍କୁ ହତ୍ୟା କରିଛନ୍ତି । ମାଟ୍ରିମୋନିଆଲ ସାଇଟ୍ରେ ପରିଚୟ ପରେ ଦୁହଁ ବିବାହ କରିଥିଲେ । ବାହାଘର ପରେ ଗିରିଶ ତାଙ୍କ ଚାକିରି ଛାଡି ଦେଇଥିଲେ । କିନ୍ତୁ କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ମନୀଷା ତାଙ୍କୁ ବିବାହ କରିବା ପୂର୍ବରୁ ଆଢଉଜଣଙ୍କୁ ବିବାହ କରିଥିଲେ । ଏହପରଠୁ ତାଙ୍କ ସନ୍ଦେହ ବଢିଥିଲା । ଶେଷରେ ତାହା ଚରମ ରୂପ ନେଇଛି । ତେବେ ବିବାହିତ ପତ୍ନୀକୁ ଏପରି ସନ୍ଦେହର କିଛି ନିର୍ଦ୍ଦିଷ୍ଠ ଏବଂ ଠୋସ୍ କାରଣର ପ୍ରମାଣ ଗିରିଶଙ୍କ ପାଖରେ ନଥିଲା । ମହିଳା କାହିଁକି ସଫ୍ଟ ଟାର୍ଗେଟ୍ । ଯଦିଓ ଗିରିଶଙ୍କ ବିରୋଧରେ ବି ମନୀଷା ଏକ ଅବାନ୍ତର ଅଭିଯୋଗ ବି କରୁଥିଲେ । ଗିରୀଷ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ସଂପର୍କକୁ ମନୀଷା ସନ୍ଦେହ କରୁଥିଲେ । ଏପରି ସନ୍ଦେହ ସେମାନଙ୍କ ମଧ୍ୟରେ ବିରାଟ ସଂକଟର କାରଣ ହୋଇଥିଲା ଆଉ ଶେଷରେ ତାର ଦୁଃଖଦ ଇତି ଘଟିଛି ।

   Related Posts