ନରହନ୍ତା ସାଜିଲା ସ୍ବାମୀ : ଧାରୁଆ ଅସ୍ତ୍ରରେ ହାଣି ସ୍ତ୍ରୀଙ୍କୁ ହତ୍ୟା

Published By : Prameya-News7 Bureau | January 20, 2020 IST

ଗଞ୍ଜାମ ୨୦/୧: ଧାରୁଆ ଅସ୍ତ୍ରରେ ହାଣି ସ୍ତ୍ରୀଙ୍କୁ ହତ୍ୟା କରିଛି ସ୍ବାମୀ ।

{"id":213729,"sizeSlug":"large"}

ସମ୍ପର୍କୀୟଙ୍କ କହିବା ଅନୁଯାୟୀ  ଭିକାରୀ ବେହେରା ସ୍ତ୍ରୀ ସେରେନ୍ତା ବେହେରାଙ୍କୁ  ଧାରୁଆ ଅସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରହାର କରିବାରୁ ଚିତ୍କାର ଶୁଣି ସାଇ ପଡିଶା ଲୋକେ ଦୌଡ଼ି ଆସିଥିଲେ । ସାଇ ପଡିଶା ଲୋକଙ୍କୁ ଦେଖି ଭିକାରୀ ବେହେରା ଘଟଣା ସ୍ଥଳରୁ  ଫେରାର ହୋଇଯାଇଥିଲା  । ଗାଁଲୋକେ ସେରେନ୍ତାଙ୍କୁ ମେଡିକାଲ ଆଣିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳକୁ ଭେଜିପୁଟ ଫାଣ୍ଡି  ପୋଲିସ୍ ଯାଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

{"id":213730,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.