ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ
5/06/2018 at 9:56 AM

ସ୍ୱାମୀ ହନ୍ତା ସ୍ତ୍ରୀ | କେନ୍ଦୁଝରରେ ସ୍ୱାମୀକୁ ହାଣି ହତ୍ୟା କରିବା ପରେ ସ୍ତ୍ରୀ ଥାନାରେ ଆତ୍ମସମର୍ପଣ କରିଛି | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି |
Prameya News7, News7 Odia, Odisha Latest News, Odisha Current Headlines, Odisha News Online