ବାଇକ୍ ଉପରେ ମାଡିଗଲା ଟ୍ରକ୍ : ସ୍ବାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର
17/09/2019 at 4:58 PM

ରାଉରକେଲା ୧୭|୯: ରାଉରକେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫର୍ଟିଲାଇଜର ରଙ୍ଗିଲା ଛକରେ ଟ୍ରକ୍ ଟି ପଛକୁ ମାଡିଯିବା ଫଳରେ ଦୁର୍ଘଟଣା ଘଟିଛି । ପଛରେ ବାଇକ୍ ରେ ଆସୁଥିବା ସ୍ବାମୀ, ସ୍ତ୍ରୀ ଏବଂ ଛୁଆଙ୍କ ଉପରେ ମାଡିଯାଇଛି ଟ୍ରକ୍ ।

ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଏବଂ ଛୁଆ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି କରାଯାଇଛି । ଟ୍ରକ୍ ଟି ଡିଜେଲ ପକାଇ ପଛକୁ ଫେରିଲାବେଳେ ଏଭଳି ଦୁର୍ଘଟଣା ଘଟିଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021