Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଶୋଇଥିବା ବେଳେ ଘର କାନ୍ଥ ପଡି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

25/10/2019 at 12:00 PM

ପଟ୍ଟାମୁଣ୍ଡାଇ ୨୫।୧୦: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ପାଳିନି ପଚଂ।ୟତର ଗଣେଶ୍ବରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଗଣେଶ୍ବରପୁର ଗାଁର କୈଳାଶ ସାମଲ ଓ ସ୍ତ୍ରୀ ମାଳତୀ ସାମଲ ନିଜ ଝାଟି ମାଟି ଘରେ ରାତିରେ ଶୋଇଥିବା ସମୟରେ ଲଗାଣ ବର୍ଷ। ଯୋଗୁଁ ଘରର କାନ୍ଥ କୈଳାଶଙ୍କ ଉପରେ ଭଷୁଡି ପଡିଥିଲା । ତେବେ ଘଟଣାସ୍ଥଳରେ ସ୍ବାମୀ କୈଳାଶଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମାଳତି ଗୁରୁତର ଆହତ ହୋଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତେବେ ଲଗାଣ ବର୍ଷ। ଯୋଗୁଁ ଘରର ମାଟି କାନ୍ଥ ଭିଜି ଭୁଷୁଡି ପଡିଥିବାର ଅନୁମାନ କରାଯାଉଛି । ତେବେ ମୃତକ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରାଯାଇଛି । 

   Related Posts