ପୁଅଟିଏ ଆଶା କରି ଝିଅ ଜନ୍ମ ଦେବାରୁ ମହିଳାଙ୍କୁ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ
4/09/2018 at 5:52 AM

ଯାହା ବି ହେଉ, ଯେମିତି ହେଉ ପୁଅଟିଏ ଦରକାର | ଝିଅ ଜନ୍ମ କଲେ ସହିବା କୁ ମାଡ ଗାଳି ଆଉ ଅକଥନୀୟ ନିର୍ଯ୍ୟାତନା | କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କଜ୍ଜଳବନ୍ଧ ଗ୍ରାମରେ ଦୁଇଟି ଝିଅ ଜନ୍ମ କରିବା ପରେ ସ୍ଵାମୀ ଆଉ ଶାଶୁ ର ନିର୍ଯ୍ୟାତନା ର ଶିକାର ହୋଇଛନ୍ତି ଜଣେ ମହିଳା | ନିର୍ଯ୍ୟାତିତl ମା ଏବେ କେନ୍ଦ୍ରପଡ଼ା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି |
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021