Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବଜ୍ରପାତରେ ସ୍ବାମୀ ସ୍ତ୍ରୀ ଙ୍କ ମୄତ୍ୟୁ

16/06/2019 at 8:54 AM

ବରଗଡ଼ ୧୬/୬: ପଦ୍ମପୁର ଥାନା ସର୍ଗିବାହାଲ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ସେହି ଗ୍ରାମର କୈଳାଶ ବରିହା (୪୫) ଓ ତାଙ୍କ ସ୍ତ୍ରୀ କିଶୋରୀ ବରିହା (୪୧) କାଲି ରାତିରେ ଘରେ ଶୋଇଥିବା ସମୟରେ ବଜ୍ରପାତ ହେବା ଯୋଗୁଁ  ଉଭୟ ସ୍ବାମୀ ସ୍ତ୍ରୀ ଙ୍କ  ଶୋଇଥିବା ଅବସ୍ଥାରେ ମୄତ୍ୟୁ ଘଟିଛି ।

ଏବେ ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛ୍ଛେଦ ପାଇଁ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ପଠାଇଛି।

   Related Posts