Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଶିକାରୀ ହୋଇଗଲେ ଶିକାର : ବାରହା ଶିକାର ପାଇଁ ଯାଇଥିବା ଶିକାରୀଙ୍କୁ ହତ୍ୟା ପରେ ଜଙ୍ଗଲରେ ଜାଳି ଦେଲେ ମୃତଦେହ

15/09/2019 at 9:21 AM

କଳାହାଣ୍ଡି ୧୫/୯: ବାରହା ଶିକାର ପାଇଁ ଯାଇଥିବା ଶିକାରୀ ନିଜେ ଶିକାର ହୋଇ ଯାଇଛନ୍ତି । ଘଟଣାକୁ ଚପାଇବାକୁ ଯାଇ ମୃତକଙ୍କ ଶବକୁ ଜଙ୍ଗଲରେ  ମିଳିମିଶି ଜାଳି ଦେଇଥିଲେ ଆଠ ଜଣ ଶିକାରୀ ।

ଘଟଣାଟି ଘଟିଛି କେସିଙ୍ଗା ଥାନା ବଜରଗଡ ଜଙ୍ଗଲରେ । ମୃତକ ରାଜୁ ମାଝୀଙ୍କର  ମୃତଦେହର ହାଡ ପାଉଁଶ ପୋଲିସ ଜବତ କରିଛି  । ଘଟଣାରେ ସଂପୃକ୍ତ ରାଇଦୁନୀପଦର ଗାଁର ଆଠ ଜଣଙ୍କୁ କେସିଙ୍ଗା ପୋଲିସ  ଅଟକ ରଖି ପଚାରାଉଚରା କରୁଛି ।  

ଏହା ଗତ ୧୦ତାରିଖର ଘଟଣା । ବାରହା ଶିକାର ପାଇଁ ଯାଇଥିବା ବେଳେ ଦେଶୀ ବନ୍ଧୁକ ଗୁଳିରେ ରାଜୁ ମାଝୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନଭିନ୍ କରୁଛି ।

   Related Posts