Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଶିକାରୀ ଗୁଳିରେ ଶିକାରୀ ମୃତ

11/04/2019 at 12:17 PM

ଭଞ୍ଜନଗର ୧୧|୪: ଗଞ୍ଜାମ ଜିଲ୍ଲା ତାରାଶିଙ୍ଗ ଥାନା ଅନ୍ତର୍ଗତ ରୁଢା ପଦର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜେଣ ଶିକାରୀର ଗୁଳି ମାଡରେ ଅନ୍ୟ ଜଣେ ଶିକାରୀର ମୃତ୍ୟୁ ହୋଇଛି। ମୃତ ଶିକାରୀ ହେଉଛନ୍ତି ସୁନିଲ ନାଇକ ।

ସୂଚନା ଅନସାରେ, ଗତକାଲି ରାତିରେ ରୁଢାପଦର ଗାଁର ବେଡା ମଳିକ ଓ ସୁନିଲ ନାଇକ ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । କୌଣସି କାରଣରୁ ବେଡାର ବନ୍ଧୁକରୁ ଗୁଳି ଫୁଟି ସୁନିଲ ଦେହରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁନିଲର ମୃତ୍ୟୁ ହୋଇଛି । ଭୟଭୀତ ହୋଇ ନିଜେ ବେଡା ହିଁ ସବୁ ସ୍ବୀକାର କରିଛି । ଘଟଣା ସ୍ଥଳରେ ତାରାଶିଂଗ୍ ପୋଲିସ ପହଂଚି ତଦନ୍ତ କରୁଛି।

   Related Posts