Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ୍‌ ପଞ୍ଝାରେ ଝିଙ୍କ ଶିକାରୀ

15/05/2020 at 3:52 PM

ବାଲେଶ୍ବର୧୫/୫: ଲକ୍‌ଡାଉନ୍‌ରେ ଅବାଧରେ ଚାଲିଛି ପଶୁ ଶିକାର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୂଳଡିହା ଅଭୟାରଣ୍ୟରେ ଶିକାର କରିବାକୁ ଯାଇଥିବା ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଗିରଫ ଶିକାରୀ ହେଲେ କଦମଶୂଳ ଗ୍ରାମର ରାଧୁ ସିଂ। ରାଧୁ ନିକଟରୁ ଦୁଇଟି ବନ୍ଧୁକ ଜବତ ହୋଇଛି। ଖାନ ତଲାସ ବେଳେ ଶିକାରୀ ରାଧୁ ନିକଟରୁ ମୃତ ଝିଙ୍କ ଉଦ୍ଧାର ହୋଇଛି। ଏ ନେଇ ବନ ଅଧିକାରୀମାନେ ଅଧିକ ତଦନ୍ତ ଜାରୀ ରଖିଛନ୍ତି।

   Related Posts