Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୫କିଲୋ ହରିଣ ମାଂସ ଜବତ, ଜଣେ ଶିକାରୀ ଗିରଫ

24/04/2021 at 4:08 PM

ଢେଙ୍କାନାଳ ୨୪।୪: ହରିଣ ଶିକାର କରି ତାର ମାଂସ ବିକ୍ରି କରୁଥିବାବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ହିନ୍ଦୋଳ ବନ କର୍ମଚାରୀ ମାନେ କନ୍ଧରା ସଂରକ୍ଷିତ ଜଙ୍ଗଲର ସାପୁଆ ନାଳ ନିକଟରେ ଏହି ଚଢ଼ାଉ କରିଛନ୍ତି । ଚଢ଼ାଉ ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଶିକାରୀ ଜଣଙ୍କ କୁଳିଆ ତୋଟା ଗ୍ରାମର ବାଉରୀ ପ୍ରଧାନ ବୋଲି ଜଣାପଡିଛି । ତା ନିକଟରୁ ୫ କେଜି ହରିଣ ମାଂସ, ଛୁରୀ ଆଦି ଜବତ କରିଛନ୍ତି ହିନ୍ଦୋଳ ବନ କର୍ମଚାରୀ  । ବାଉରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

   Related Posts